Dataset Viewer
Auto-converted to Parquet Duplicate
url
stringlengths
29
226
text
stringlengths
7
18.1k
https://www.dharitri.com/declaration-of-no-flying-zone/
ଶ୍ରୀମନ୍ଦିର ଉପରେ ଉଡ଼ିବନି ଡ୍ରୋନ୍‌, ନୋ ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା ପୁରୀ,୧୪ା୨: ଏଣିକି ଶ୍ରୀମନ୍ଦିର ଉପରେ ଆଉ ଉଡ଼ି ପାରିବନି ଡ୍ରୋନ୍। ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତ୍ତା ଦୃଷ୍ଟିରୁ ପୁରୀ ପୋଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା ସହିତ ଭିତରେ ମୋବାଇଲରେ ଫଟୋ ଉଠାଇବାକୁ ବାରଣ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସଚେତନତ...
https://www.dharitri.com/ରାଜ୍ୟବ୍ୟାପୀ-ଡାକ୍ତର-ଆନ୍ଦୋ/
ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନ: ଆଉଟ୍‌ଡୋର ବର୍ଜନ କଲେ କନିଷ୍ଠ ଡାକ୍ତର ଭୁବନେଶ୍ୱର (ବ୍ୟୁରୋ)/କଟକ ଅଫିସ, ୧୮।୬: କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ସୋମବାର ଇଣ୍ଡିଆନ୍ ମେଡିକାଲ ଆସୋସିଏଶନ (ଆଇଏମ୍ଏ) ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ଧର୍ମଘଟର ପ୍ରଭାବ ଏସ୍ସିବି ମେଡିକାଲ ସମେତ ରାଜ୍ୟର ଅନ୍ୟାନ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଜରୁରିକାଳୀନ ଏବଂ ଇନ୍ଡୋର୍ ସେବା ଜାରି ...
https://www.dharitri.com/additional-sp-of-angul-has-no-more/
ଅନୁଗୋଳ ଅତିରିକ୍ତ ଏସ୍‌ପିଙ୍କ ଅକାଳ ବିୟୋଗ ଅନୁଗୋଳ,୧୮ା୮(ଅମିତ କୁମାର ସାମଲ): ଅନୁଗୋଳ ଜିଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ (୫୮)ଙ୍କ ଗୁରୁବାର ସକାଳେ ହୃଦ୍ଘାତରେ ଅକାଳ ବିୟୋଗ ଘଟିଛି। ବଜାରରୁ ଫେରି ଘରେ କିଛି କାମ କରୁଥିବା ବେଳେ ତାଙ୍କର ବାନ୍ତି ହୋଇଥିଲା। ଏହାପରେ ସେ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାର...
https://www.dharitri.com/talk-about-aparajitas-visit/
ଅପରାଜିତାଙ୍କ ଗସ୍ତଙ୍କୁ ନେଇ ଚର୍ଚ୍ଚା କେନ୍ଦ୍ରାପଡ଼ା ଅଫିସ,୨୯।୧: ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ଶନିବାର କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଥିଲେ। ସହରର ତିନିମୁହାଣୀଠାରୁ ଇଚ୍ଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ସେ ପଦଯାତ୍ରା କରିଥିଲେ ା ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲା ଭାଜପାର ଅନେକ ନେତାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସହର ...
https://www.dharitri.com/lic-ipo-in-may/
ମେ’ରେ ଏଲ୍‌ଆଇସି ଆଇପିଓ ନୂଆଦିଲ୍ଲୀ,୧୪ା୩: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଆଇପିଓ ଲଞ୍ଚ୍କୁ ନେଇ ନିବେଶକମାନେ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି। ତେବେ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ(ସେବି)ନିକଟରେ ନୂଆ ଦସ୍ତାବିଜ ଦାଖଲ ନ କରି ଏଲ୍ଆଇସି ଆଇପିଓ ଆଣିବା ପାଇଁ ସରକାରଙ୍କ ନିକଟରେ ମେ’ ୧୨ ସୁଦ୍ଧା ସମୟ ରହିଛି। ସରକାର ପ୍ରଥମେ ଏଲ୍ଆଇସିର ପ୍ରାୟ ୫% ଶେୟାର ବି...
https://www.dharitri.com/ବିପଦ-ସଙ୍କେତ-ନିକଟତର-୩-ନଦୀ/
ବିପଦ ସଙ୍କେତ ନିକଟତର ୩ ନଦୀ ଛତ୍ରପୁର,୨୫ା୧୦(ଡି.ଏନ.ଏ)- ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ଗତ ୩ ଦିନ ହେଲା ବର୍ଷା ଲାଗିରହିଛି। ବିଭିନ୍ନ ସ୍ଥାନରେ ପାଣି ଜମିଛି। ୨୪ ଘଣ୍ଟା ମଧ୍ୟରେ ଜିଲାରେ ୧୨୫.୧୯ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବିଭନ୍ନ ନଦୀର ଜଳସ୍ତର ବିପଦସଙ୍କେତ ନିକଟତର ହୋଇଛି। ବିଶେଷକରି ଋଷିକୁଲ୍ୟା, ବଡନଦୀ ଓ ବାହୁଦା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି...
https://www.dharitri.com/ଭାରତୀୟ-ଦଳର-ଫିଲ୍ଡିଂ-କୋଚ୍‌/
ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ପାଇଁ ଆବେଦନ କଲେ ଜଣ୍ଟି ରୋଡ୍ସ ମୁମ୍ବାଇ, ୨୫।୭ (ପି.ଟି.)- ଦକ୍ଷିଣ ଆଫ୍ରିକା ପୂର୍ବତନ କ୍ରିକେଟର୍ ତଥା ନବେ ଦଶକରେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର ବିବେଚିତ ହୋଇଥିବା ଜଣ୍ଟି ରୋଡ୍ସ ଭାରତୀୟ ଦଳର ଫିଲ୍ଡିଂ କୋଚ୍ ପଦ ପାଇଁ ଆବେଦନ କରିଛନ୍ତି। ନିଜର ଅବିଶ୍ୱସନୀୟ ଫିଲ୍ଡିଂ ପାଇଁ କ୍ରିକେଟ୍ ଜଗତରେ ପରିଚିତ ଜଣ୍ଟି ଏହି ପଦ ପାଇଁ ଆବେଦନ କରିଥିବା ପାର୍ଥୀଙ୍କ ମଧ୍ୟରେ...
https://www.dharitri.com/tuberculosis-will-end/
ଯକ୍ଷ୍ମାର ଘଟିବ ଅନ୍ତ ଯକ୍ଷ୍ମା ରୋଗ ବା ଟ୍ୟୁବରକ୍ୟୁଲୋସିସ (ଟିବି) ଗୋଟିଏ ଅତି ସଂକ୍ରାମକ ରୋଗ। ପୃଥିବୀର ପ୍ରଥମ ୧୦ଟି ମାରକ ରୋଗ ମଧ୍ୟରେ ଯକ୍ଷ୍ମା ଅନ୍ୟତମ। ଏହି ରୋଗଟି ବିଶ୍ୱର ପ୍ରାୟ ସର୍ବତ୍ର ଦେଖାଯାଉଥିଲେ ମଧ୍ୟ ରୋଗାକ୍ରାନ୍ତ ବ୍ୟକ୍ତିମାନେ ମୁଖ୍ୟତଃ ବିଶ୍ୱର ଗରିବ ଦେଶଗୁଡ଼ିକର ଗରିବ ବାସିନ୍ଦା। ରୋଗୀମାନଙ୍କ ମଧ୍ୟରୁ ପାଖାପାଖି ଏକ ତୃତୀୟାଂଶ ହେଉଛନ୍ତି ଭାରତୀୟ ଉପମହାଦେଶର ଅଧିବା...
https://www.dharitri.com/students-will-take-the-exam-in-the-local-language/
ସ୍ଥାନୀୟ ଭାଷାରେ ପରୀକ୍ଷା ଦେବେ ଛାତ୍ରୀଛାତ୍ର ନୂଆଦିଲ୍ଲୀ,୨୦ା୪: କୌଣସି ବିଷୟରେ ଇଂଲିଶ୍ରେ ପାଠପଢ଼ା ହେଉଥିଲେ ମଧ୍ୟ ପରୀକ୍ଷା ବେଳେ ଛାତ୍ରୀଛାତ୍ରମାନଙ୍କୁ ନିଜ ସ୍ଥାନୀୟ ଭାଷାରେ ଲେଖିବାକୁ ସୁଯୋଗ ଦିଆଯିବ। ଏନେଇ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିର୍ଦ୍ଦେଶ ଦେଇଛନ୍ତି। ୟୁଜିସି ଅଧ୍ୟକ୍ଷ ଏମ୍. ଜଗଦୀଶ କୁମାର କହିଛନ୍ତି, ମୂଲ୍ୟାଙ୍କନକାରୀଙ୍କୁ ...
https://www.dharitri.com/262-corona-positives-in-state/
ଆଜି ରାଜ୍ୟରୁ ୨୬୨ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ୨୬୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୫,୪୭୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୫୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୯ ଜଣ ସ୍ଥାନୀୟ ସଂକ୍ରମିତ ଅ...
https://www.dharitri.com/କଙ୍କଡ଼ା-ବିଛା-କାମୁଡ଼ିବାରୁ/
କଙ୍କଡ଼ା ବିଛା କାମୁଡ଼ିବାରୁ ମହିଳା ମୃତ ଗୋପାଳପୁର,୧୭ା୯-ଗୋଳନ୍ଥରା ଥାନା ଚାନ୍ଦପୁର ଗ୍ରାମରେ ସୋମବାର କଙ୍କଡ଼ା ବିଛା କାମୁଡ଼ିିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚନ୍ଦ୍ରମଣି ବେହେରା (୨୨)। ଚାନ୍ଦପୁର କୁମ୍ଭାର ସାହିର ଚନ୍ଦ୍ରମଣି ୨ ବର୍ଷ ପୂର୍ବେ ବି.ତୁରୁବୁଡ଼ିରେ ବିବାହ କରିଥିଲେ। ଗତ ଏକ ମାସ ହେଲା ସେ ବାପ ଘରକୁ ଆସିଥିଲେ। ସୋମବାର ମାଟି ଦିପାଳିକୁ ଛାତ ଉପରେ ଶୁଖାଇଲ...
https://www.dharitri.com/୮୫୦-କି-ମି-ସାଇକେଲ-ଚଳାଇ-ବିବା/
୮୫୦ କି.ମି. ସାଇକେଲ ଚଳାଇ ବିବାହ ପାଇଁ ପହଞ୍ଚିଲେ ଯୁବକ ଲକ୍ଷ୍ନୌ,୧୭।୪: ମହାମାରୀ କରୋନା ଭାଇରସ୍ ସହ ସାରା ବିଶ୍ୱ ଲଢ଼େଇ କରୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ଏଥିଯୋଗୁ ଜନଜୀବନ ଓ କାମକାର୍ଯ୍ୟ ସବୁ ଠପ୍ ହୋଇଯାଇଛି। ଏଥିସହ ଲୋକମାନେ ଘରେ ବନ୍ଦୀ ହୋଇ ରହୁଛନ୍ତି। ଲକ୍ଡାଉନ୍ ଯୋଗୁ କେତେକ ବିବାହ ଭିଡିଓ କନ୍ଫରେନ୍ସିଂରେ ହେଉଥିବା ବେଳେ ଆଉ କେ...
https://www.dharitri.com/ଗଛରେ-ଝୁଲୁଛନ୍ତି-ଶହ-ଶହ-ନିବସ/
ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ ଥାଇଲାଣ୍ଡର ହିମାଫନ ଜଙ୍ଗଲ ଆଜିବି ରହସ୍ୟ ହୋଇ ରହିଯାଇଛି। ଏଠାରେ ଥିବା ଏକ ଗଛରେ ଆଶ୍ଚର୍ଯ୍ୟ କଲାଭଳି ଫଳକୁ ଦେଖି ଯେ କେହି ଚମକି ଯାଉଛନ୍ତି। ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ। ଏମାନଙ୍କ ମୁଣ୍ଡର ଚୁଟି ଗଛରେ ବନ୍ଧା ହୋଇଥିବା ବେଳେ ସମଗ୍ର ଶରୀର ତଳକୁ ଝୁଲି ରହିଛି। ଗଛରେ ଝୁଲୁଥିବା ଏହି ନିବସ୍ତ୍ର ନାରୀ ସଦୃଶ ପଦାର୍ଥଟି ଫଳ କି ପରିବା ତ...
https://www.dharitri.com/peshawar-bomb-blast-bomber-was-in-police-uniform-maryam-nawaz-blames-ex-isi-chief-faiz-hamid/
ପେଶାୱର ବୋମା ବିସ୍ଫୋରଣ: ପୋଲିସ ପୋଷାକରେ ଆସିଥିଲେ ଆକ୍ରମଣକାରୀ ଇସଲାମାବାଦ,୨ ।୨ : ପାକିସ୍ତାନର ପେଶାୱରରେ ହୋଇଥିବା ଆତ୍ମଘାତି ବିସ୍ଫୋରଣରେ ଆକ୍ରମଣକାରୀ ପୋଲିସ ପୋଷାକରେ ମସଦିଜ ଭିତରକୁ ଯାଇଥିଲେ । ନମାଜ ସମୟରେ ଆକ୍ରମଣକାରୀ ନିଜକୁ ବୋମାରେ ଉଡାଇଦେବା ସହ ଏଥିରେ ଏବେ ପର୍ଯ୍ୟନ୍ତ ୧୦୧ ଜଣଙ୍କ ମୃତ୍ୟୁ ହେଲାଣି ଓ ୨୦୦ରୁ ଅଧିକ ଆହତଙ୍କର ଚିକିତ୍ସା ଚାଲିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ...
https://www.dharitri.com/ଶୋଇକି-ଉଠିଲା-ବେଳକୁ-ବେଶୀ-ଯନ/
ଶୋଇକି ଉଠିଲା ବେଳକୁ ବେଶୀ ଯନ୍ତ୍ରଣା ଦେଉଛି ବିଶ୍ୱକପ୍‌ ପରାଜୟ:କୋହଲି ନୂଆଦିଲ୍ଲୀ, ୨୫।୭: ଆଇସିସି ବିଶ୍ୱକପ୍ ସରିବାର ପାଖାପାଖି ମାସେ ହୋଇଯାଇଥିଲେ ମଧ୍ୟ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ଦର୍ଶକଙ୍କ ମନରୁ ଲିଭିନାହିଁ। କେବଳ ଦର୍ଶକ ନୁହଁନ୍ତି, ଦଳର ପରାଜୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ବେଶୀ ମର୍ମାହତ ହୋଇପଡିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଶୋଇକି ଉଠିଲା...
https://www.dharitri.com/miragpur-village-recorded-in-india-book-of-records/
୫୦୦ ବର୍ଷଧରି ଏହି ଗାଁ ଲୋକମାନେ ଗ୍ରହଣ କରିନାହାନ୍ତି ଆମିଷ ଓ ନିଶାଦ୍ରବ୍ୟ : ଜାଣନ୍ତୁ କ’ଣ ରହିଛି କାରଣ ଉତ୍ତରପ୍ରଦେଶର ଦେଓବନ୍ଦଠାରୁ ୫ କିଲୋମିଟର ଦୂରରେ ଏକ ଏକରି ଗାଁ ଅଛି, ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି। ମାଙ୍ଗାଲୋର ରୋଡରେ ଥିବା କାଳୀ ନଦୀ କୂଳରେ ଅବସ୍ଥିତ ମିରାଗପୁର ଗାଁ ଏହାର ବିଶେଷ ଜୀବନଶୈଳୀ ଏବଂ ସ୍ବଭାବିକ୍ ଖାଦ୍ୟ ପାଇଁ ପ୍ରସିଦ୍ଧ। ୫୦୦ ବର୍ଷଧରି ଏହି ଗ୍ରାମବାସୀ ଆ...
https://www.dharitri.com/ongress-suspend-two-mla/
ପାଇଲଟଙ୍କୁ ଝଟକା: ଦଳରୁ ବିଦା ହେଲେ ୨ ବିଦ୍ରୋହୀ ବିଧାୟକ ଜୟପୁର,୧୭।୭: ରାଜସ୍ଥାନ ରାଜନୀତିରେ ଚାଲିଥିବା ହାଇ ଭୋଲଟେଜ୍ ଡ୍ରାମା ମଧ୍ୟରେ କଂଗ୍ରେସ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଶୁକ୍ରବାର କଂଗ୍ରେସର ୨ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଧାୟକ ଭଂଓ୍ବରଲାଲ ଶର୍ମା ଓ ବିଶ୍ୱେନ୍ଦ୍ର ସିଂଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଏହି ଦୁଇ ବିଧାୟକଙ୍କ ବିରୋଧରେ ଭ...
https://www.dharitri.com/turkey-raised-kashmir-issue-in-un/
ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ତୁର୍କୀ… ନ୍ୟୁୟର୍କ,୨୦।୯ : ମିଳିତ ଜାତିସଂଘ ସାଧାରଣ ସଭାରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ କାଶ୍ମୀର ପ୍ରସଙ୍ଗକୁ ପୁଣି ଥରେ ଉଠାଇଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ ସାଧାରଣ ସଭାର ୭୮ତମ ଅଧିବେଶନରେ ସେ ଦେଇଥିବା ଅଭିଭାଷଣରେ ପୁଣିଥରେ ପାକିସ୍ତାନ ପ୍ରତି ନିଜର ଆନୁଗତ୍ୟ ପ୍ରଦର୍ଶନ କରି କଶ୍ମୀର ଉପରେ ଅନେକ କଥା କହିଛନ୍ତି। କେବଳ ଏତିକି ନୁ...
https://www.dharitri.com/ଦରକାର-ବେଳେ-ଖୋଜା-ପରେ-ଅଲୋଡ଼/
ଦରକାର ବେଳେ ଖୋଜା, ପରେ ଅଲୋଡ଼ା ଭଣ୍ଡାରିପୋଖରୀ, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପ୍ଲାବିତ ଅଞ୍ଚଳ। ବୈତରଣୀ ନଦୀରେ ବନ୍ୟା ଆସିଲେ ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼େ। ବୈତରଣୀ ଅବବାହିକାରେ ଥିବା ନଈନାଳ ଘେରା ଏହି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ବନ୍ୟା ବିପର୍ଯ୍ୟୟ ଦାଉ ସାଧୁଛି। ଅନେକ ଗଁାଗଣ୍ଡା ବନ୍ୟା ପାଣିଘେରରେ ରହି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଏହ...
https://www.dharitri.com/odisha-new-corona-death-in-state/
ରାଜ୍ୟରେ ୬୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା, ଆଜି ୧୪ ଜଣଙ୍କ ଜୀବନ ଯାଇଛି ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ କେବଳ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀରୁ ୩, ମୟୂରଭଞ୍...
https://www.dharitri.com/quake-killed-at-least-42-people-in-indonesia/
ଇଣ୍ଡୋନେସିଆ ଭୂକମ୍ପରେ ୪୨ ମୃତ ମାମୁଜୁ, ୧୬।୧: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ଗୁରୁବାର ବିଳମ୍ବିତ ରାତ୍ରରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ କୋଠା ଭୁଶୁଡ଼ିବା ସହ ୪୨ ଜଣ ପ୍ରାଣ ହରାଇଛନ୍ତି ଓ ୮୨୦ରୁ ଅଧିକ ଆହତ ହୋଇଛନ୍ତି। ଘରଗୁଡ଼ିକର ଭଗ୍ନାବଶେଷ ତଳେ ଅନେକ ଲୋକ ରହିଯାଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଭୂକମ୍ପର ତୀବ୍ରତା ୬.୨ ଥି...
https://www.dharitri.com/air-india-new-menu-list-festivals-in-domestic-flights/
ଘରୋଇ ବିମାନ ପାଇଁ ଏୟାର ଇଣ୍ଡିଆ ଜାରି କଲା ନୂଆ ମେନୁ ନୂଆଦିଲ୍ଲୀ,୪।୧୦: ବର୍ତ୍ତମାନ ଭାରତରେ ପର୍ବର ମାହୋଲ ରହିଛି। ଏହାକୁ ନେଇ ଟାଟାର ଏୟାରଲାଇନ୍ସ ଏୟାର ଇଣ୍ଡିଆ ମଧ୍ୟ ନିଜର ପ୍ରସ୍ତୁତି ଚଳାଇଛି। ଏୟାରଲାଇନ୍ସ ନିଜର ସମସ୍ତ ଘରୋଇ ବିମାନ ପାଇଁ ନୂତନ ଖାଦ୍ୟର ଏକ ତାଲିକା ପ୍ରକାଶ କରିଛି। ଏହି ନୂତନ ଖାଦ୍ୟ ଅକ୍ଟୋବର ୧ରୁ ଯାତ୍ରୀମାନଙ୍କୁ ମିଳିବ। ଏୟାର ଇଣ୍ଡିଆର ଘରୋଇ ବିମାନରେ କେବଳ ବି...
https://www.dharitri.com/ଅକ୍ଟୋବରରେ-୩୫୦-ଥର-ଅସ୍ତ୍ରବ/
ଅକ୍ଟୋବରରେ ୩୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ ଦିଲ୍ଲୀ,୧୨ା୧୧(ଆଇଏଏନ୍ଏସ୍)- ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ଅକ୍ଟୋବର ମାସରେ ୩୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ୨୦୧୯ ବର୍ଷରେ ଏହା ସର୍ବାଧିକ ଅସ୍ତ୍ରବିରତି ଉଲ୍ଲଂଘନ ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି। ନଭେମ୍ବର ମାସର ପ୍ରଥମ ୧୧ ଦିନରେ ପାକ୍ ଯବାନମାନେ ୯୭ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଲେଣି। ଏହା ପ...
https://www.dharitri.com/ନଦୀରେ-ଓଲଟିଲା-ଡଙ୍ଗା୭-ମୃତ-୨/
ନଦୀରେ ଓଲଟିଲା ଡଙ୍ଗା:୭ ମୃତ, ୨୦ ନିଖୋଜ ପାଟନା,୪।୧୦:ବିହାରର କଟିହାରରେ ଏକ ଅଭାବନୀୟ ଘଟଣା ଘଟିଛି। ମହାନନ୍ଦା ନଦୀରେ ଏକ ଡଙ୍ଗା ବୁଡି ଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ୨୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ ବୋଲି ଜଣାପଡିଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ, ଡଙ୍ଗାରେ ବସିଥି...
https://www.dharitri.com/ଅପହରଣକାରୀଙ୍କୁ-୫-ବର୍ଷ-ସଶ୍/
ଅପହରଣକାରୀଙ୍କୁ ୫ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ କେନ୍ଦୁଝର, ୧୦ା୧ (ସ୍ବ.ପ୍ର.)- ଜଣେ ଯୁବତୀଙ୍କୁ ଅପହରଣ କରାଯିବା ମାମଲାର ବିଚାର କରି ସ୍ଥାନୀୟ ସିଜେଏମ କୋର୍ଟ ଶୁକ୍ରବାର ନନ୍ଦନ କୁମାର ସାହୁ ଓରଫ ଅଯୋଧ୍ୟା(୩୨)ନାମକ ଜଣେ ଯୁବକଙ୍କୁ ୫ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ ଜେଲ ଭୋଗିବାକୁ ପଡିବ। ନନ...
https://www.dharitri.com/industrial-minister-hints-that-make-in-odisha-name-will-change/
ବଦଳିବ ମେକ ଇନ ଓଡ଼ିଶା ନାଁ! ମନ୍ତ୍ରୀ ଦେଲେ ବଡ଼ ସୂଚନା ଭୁବନେଶ୍ୱର,୨୮।୬: ବଦଳିପାରେ ମେକ ଇନ ଓଡ଼ିଶା ନାଁ । ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଇସାରା ଦେଇଛନ୍ତି । ମେକ ଇନ ଓଡ଼ିଶା ଜାଗାରେ ଉତ୍କଳ ଇନଭେଷ୍ଟ ସମିଟ ହୋଇପାରେ ବୋଲି ଜଣାପଡିଛି। ଉତ୍କଳ ଇନଭେଷ୍ଟ ସମିଟ ଜରିଆରେ ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ କିଭଳି ନୂଆ ଶ...
https://www.dharitri.com/veteran-ghanashyam-mohapatra-to-get-jaydev-award/
ଘନଶ୍ୟାମ ମହାପାତ୍ର ପାଇବେ ଜୟଦେବ ପୁରସ୍କାର, ଶ୍ରେଷ୍ଠ ଅଭିନେତା ସରୋଜ ଭୁବନେଶ୍ୱର, ୫।୧୧(ବ୍ୟୁରୋ): ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ଅଷ୍ଟମ ଟେଲି ପୁରସ୍କାର ନେଇ ଶୁକ୍ରବାର ଘୋଷଣା କରାଯାଇଛି। ଜଣାଶୁଣା ପ୍ରଯୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯିବ। ସେହିପରି ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ନୀଳମାଧବ ପଣ୍ଡା ମୋହନ ସୁନ୍ଦ...
https://www.dharitri.com/petition-to-the-president-against-the-unjust-treatment-of-manipur-and-indian-christians/
ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର କୋରାପୁଟ,୨୭ା୯(ଅମିତାଭ ବେହେରା): କୋରାପୁଟିଆ ପାଳକ ସମ୍ମିଳନୀ ପକ୍ଷରୁ ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଓ ଅବହେଳା ପ୍ରତିବାଦରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ରେଭିନ୍ୟୁ ପଡ଼ିଆଠାରୁ କଳାନିକେତନ ଛକ ଦେଇ ଜଗନ୍ନାଥ ମନ...
https://www.dharitri.com/manmohans-campaign/
ମନମୋହନଙ୍କ ପ୍ରଚାରରେ ନେତା, ଅଭିନେତା ଚାନ୍ଦବାଲି,୨୫।୫ (କିଷାନ ପାତ୍ର): ନିର୍ବାଚନ ଯେତିକି ପାଖେଇ ଆସୁଛି ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର ସେତିକି ସରଗରମ ହେଉଛି। ଭାଜପା ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଭାଜପାର ବିଧାୟକ ପ୍ରାର୍ଥୀ ମନମୋହନ ସାମଲଙ୍କ ପ୍ରଚାରରେ ନେତା ଓ ଅଭିନେତା ସାମିଲ ହୋଇଥିଲେ। ଖେରଙ୍ଗ ବଜାରଠାରେ ଆୟୋଜିତ ବିଶାଳ ବାଇକ୍ ଶୋଭାଯାତ୍ରାରେ ଭା...
https://www.dharitri.com/the-actor-was-shocked-by-the-decision-to-disappear/
ଗାଏବ ହେବାକୁ ନିଷ୍ପତ୍ତି ନେଇ ଚମକାଇଲେ ଏହି ଅଭିନେତା ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର କିଛି ନା କିଛି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡ଼ିଆରେ ବେଶ୍ ଆକ୍ଟିଭ୍ ସେ। ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ସୋସିଆଲ ମିଡ଼ିଆରେ ନିଜ ଫ୍ୟାନ୍ସଙ୍କୁ ସୂଚନା ଦିଅନ୍ତି। କିନ୍ତୁ ଏସବୁଠାରୁ ଏବେ ଦୂରେଇ ଯିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଡିଜିଟାଲ ଡିଟକ୍ସ ...
https://www.dharitri.com/ଡେବ୍ରିଗଡ଼-ଅଭୟାରଣ୍ୟରେ-ହାତ/
ଡେବ୍ରିଗଡ଼ ଅଭୟାରଣ୍ୟରେ ହାତୀପଲ: ଆଶ୍ୱସ୍ତ ହେଲେ ଚାଷୀ ଭଟ୍ଲି, ୨୮।୧୦(ଡି.ଏନ୍.ଏ.): ବିଗତ ୩ ଦିନ ହେବ ହାତୀଙ୍କୁ ନେଇ ଭୟରେ ଥିବା ବରଗଡ଼ ଜିଲାର ଚାଷୀମାନେ ରବିବାରଠାରୁ ସାମାନ୍ୟ ଆଶ୍ୱସ୍ତିଲାଭ କରିଛନ୍ତି। ଛତିଶଗଡ଼ ରାଜ୍ୟ ଅନ୍ତର୍ଗତ ଭଟ୍ଲି ନିକଟସ୍ଥ ବାରପାହାଡ଼ ଜଙ୍ଗଲ ଅଭିମୁଖେ ଚାଲିଆସିଥିବା ୨ଟି ବଣୁଆ ହାତୀ ଧାନ ଫସଲ ନଷ୍ଟ କରିଦେଇଥିଲେ। ଏଥିପାଇଁ ଚାଷୀମାନେ ଚିନ୍ତାରେ ଥିଲେ । ମାତ...
https://www.dharitri.com/corona-vaccinates-dream-girl/
କରୋନା ଟିକା ନେଲେ ‘ଡ୍ରିମ୍‌ଗର୍ଲ’, ଫଟୋ ଭାଇରାଲ ମୁମ୍ବାଇ,୬।୩: ବଲିଉଡ୍ର ‘ଡ୍ରିମଗର୍ଲ’ ତଥା ମଥୁରା ଏମ୍ପି ହେମାମାଳିନୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଶନିବାର ଟିକା ନେଇଛନ୍ତି। ଏହି କଥା ନିଜେ ହେମାମାଳିନୀ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ନିଜର ତିନୋଟି ଫଟୋ ଶେୟାର କରିଛନ୍ତି। ଏହି ଫଟୋକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି। ଟିକା ନେବା ପରେ ହେମାମାଳିନୀ ସୋସିଆଲ ମି...
https://www.dharitri.com/ଅଗଷ୍ଟରେ-ଫାଓ-ସେପ୍ଟେମ୍ବରର/
ଅଗଷ୍ଟରେ ଫାଓ, ସେପ୍ଟେମ୍ବରରେ ଓସିଏ ନିର୍ବାଚନ : ଦୋଛକିରେ ସଞ୍ଜୟ, ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଅପେକ୍ଷା କଟକ ଅଫିସ,୬ା୭- ରାଜ୍ୟ କ୍ରୀଡ଼ା ଜଗତରେ ଯେଉଁ କେତୋଟି ପ୍ରସଙ୍ଗ ଚର୍ଚ୍ଚାରେ ରହିଛି, ସେଗୁଡ଼ିକ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ନିର୍ବାଚନ ପ୍ରସଙ୍ଗ ସବୁଠାରୁ ଆଗରେ । ରାଜ୍ୟର ସବୁଠାରୁ ଶକ୍ତିଶାଳୀ କ୍ରୀଡ଼ା ସଂଘ ଓସିଏର ମୁଖିଆ କିଏ ହେବ ତାହାକୁ ନେଇ ଏବେ ଚାଲିଛି ଅ...
https://www.dharitri.com/ବିହନ-ସଙ୍କଟରେ-ଆଳୁଚାଷୀ/
ବିହନ ସଙ୍କଟରେ ଆଳୁଚାଷୀ ଭୁବନେଶ୍ୱର (ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ୍/ପାରଳାଖେମୁଣ୍ଡି (ଡି.ଏନ୍.ଏ.)/ଯାଜପୁର ଅଫିସ୍/ ବଲାଙ୍ଗୀର ଅଫିସ୍, ୧୫ା୧୧ ରାଜ୍ୟ ସରକାର ଆଳୁ ମିଶନକୁ ଜୋରସୋରରେ ପ୍ରଚାର ପ୍ରସାର କଲେ। ବଜାରର ଚାହିଦା ଓ ମୂଲ୍ୟକୁ ଦେଖି ବିଭିନ୍ନ ଜିଲାରେ ଚାଷୀମାନେ ଏହି ଚାଷ ପ୍ରତି ଆଗ୍ରହ ଦେଖାଇଥିଲେ। ତେବେ ଶୀତଳଭଣ୍ଡାର ଅଭାବ ଏବଂ ଉପଯୁକ୍ତ ସମୟରେ ସରକାରୀ ବିହନ ନ ମିଳିବା ଚାଷ...
https://www.dharitri.com/country-to-buy-100-indigenous-lca-mark-1a-aircraft-air-chief-marshal-vr-chaudharys-information/
୧୦୦ ସ୍ବଦେଶୀ ଏଲସିଏ ମାର୍କ ୧ ଏ ବିମାନ କିଣିବ ଦେଶ : ଏୟାର ଚିଫ ମାର୍ଶଲ ଭି.ଆର ଚୌଧରୀଙ୍କ ସୂଚନା… ନୂଆଦିଲ୍ଲୀ,୧୬।୯ : ଭାରତୀୟ ବାୟୁସେନା (ଆଇଏଏଫ) କ୍ରମାଗତ ଭାବରେ ଏହାର ବିମାନ ସଂଖ୍ୟା ବଢ଼ାଇବାରେ ଲାଗିଛି। ଏଥିସହିତ ଏହା ମଧ୍ୟ ଜୋର ଦେଉଛି ଏହାର ସ୍କ୍ବାଡନରେ ଅନ୍ତର୍ଭୁକ୍ତ ଯେ କୌଣସି ପ୍ରକାରର ବିମାନ ଦେଶରେ ତିଆରି କରାଯିବା ଉଚିତ। ଏହି କ୍ରମରେ ଦେଶର ବାୟୁସେନା ପ୍ରାୟ ୧୦୦ ଟି ମେକ...
https://www.dharitri.com/one-hundred-percent-vaccination-in-kinnar-district/
କିନ୍ନାର ଜିଲାରେ ଶତପ୍ରତିଶତ ଟିକାକାରଣ… ଶିମ୍ଲା,୧୪।୧୦: ହିମାଚଳ ପ୍ରଦେଶର କିନ୍ନାର ଜିଲ୍ଲା ଏକ ନୂଆ ରେକର୍ଡ ସୃଷ୍ଟି କରିଛି। କିନ୍ନର ଦେଶର ପ୍ରଥମ ଜିଲା ଭାବେ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିପାରିଛି। ଜିଲାର ସମସ୍ତ ଲୋକଙ୍କୁ କରୋନା ଟିକାର ଉଭୟ ଡୋଜ୍ ଦିଆଯାଇଛି। ଏସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜିଲାର ଡେପୁଟି କମିଶନର ଆବିଦ ହୁସେନ ସାଦିକ କ...
https://www.dharitri.com/ଦୀପାବଳିରେ-ଅଘଟଣ-ବାଣଫୁଟି-୨/
ଦୀପାବଳିରେ ଅଘଟଣ: ବାଣଫୁଟି ୨ ମୃତ ଖଲିକୋଟ, ୨୮।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲିକୋଟ ଏନ୍ଏସି ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ହରିଜନପୁର ସାହିରେ ବାଣ ଫୁଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମାଧବ ଦାସ(୨୫) ଏବଂ ଶ୍ରଦ୍ଧେୟ ଦାସ(୨୫)। ପ୍ରକାଶ ଯେ, ମାଧବ ଓ ଶ୍ରଦ୍ଧେୟ ଦୀପାବଳି ରାତିରେ ବାଣ ଫୁଟାଉଥିଲେ। ଏକ ବାଣ ଫୁଟି ତାଙ୍କ ଉପରେ ପଡ଼ିବାରୁ ସେମାନେ ଗୁରୁତର ଆହତ ହୋଇଥିଲେ। ସେ...
https://www.dharitri.com/make-mandya-the-best-food-chief-minister/
ମାଣ୍ଡିଆକୁ ଶ୍ରେଷ୍ଠ ଆହାର କର: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,୧୧ା୧୧(ବ୍ୟୁରୋ):ଗୁରୁବାର ହେଉଛି ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କ ପୂଜାଦିନ। ପୁଷ୍ଟି ସହ ସମୃଦ୍ଧି ଯୋଡ଼ିହୋଇ ରହିଛି। ରାଜ୍ୟ ସରକାର ଗୁରୁବାର ମାଣ୍ଡିଆ ଦିବସ ଭାବେ ପାଳନ କରିଛନ୍ତି। ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ରାଜ୍ୟ ସରକାର ମାଣ୍ଡିଆ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି କରିଛନ୍ତି। ମାଣ୍ଡିଆ ଦିବସ ଅବସରରେ ମୁ...
https://www.dharitri.com/hemananda-bishwal-daughters-death/
ହେମାନନ୍ଦ ବିଶ୍ବାଳଙ୍କ ଝିଅଙ୍କ ପରଲୋକ ସୁନ୍ଦରଗଡ଼, ୨୪।୪ (ଡି.ଏନ୍.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ମଞ୍ଜୁଲତା ନାୟକ(୪୪)ଙ୍କ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମଞ୍ଜୁଲତା ଦୀର୍ଘ ଦିନରୁ ଯକୃତ କର୍କଟ (ଲିଭର କ୍ୟାନ୍ସର)...
https://www.dharitri.com/ବାବର-ଆଜମ-ପାକିସ୍ତାନ-ଦିନିକ/
ବାବର ଆଜମ ପାକିସ୍ତାନ ଦିନିକିଆ ଅଧିନାୟକ କରାଚୀ, ୧୪ା୫ (ପି.ଟି.)-ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ବୁଧବାର ପାକିସ୍ତାନ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ଭାବେ ନିଯୁକ୍ତି ପାଇଥିବାବେଳେ ଆଝାର ଅଲି ପୂର୍ବଭଳି ଟେଷ୍ଟ ଦଳର ନେତୃତ୍ୱ ନେବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ବାବର ଗତବର୍ଷ କ୍ରିକେଟର ସମସ୍ତ ଫର୍ମାଟ୍ରେ ବିଶ୍ୱର ...
https://www.dharitri.com/ranjita-will-participate-in-the-snow-ski-race/
ସ୍ନୋ ସ୍କି ରେସ୍‌ରେ ଭାଗନେବେ ରଞ୍ଜିତା ଭୁବନେଶ୍ୱର, ୧୪।୧୨(କ୍ରୀଡ଼ା ପ୍ରତିନିଧି): ଅନ୍ତର୍ଜାତୀୟ ସ୍କି ଫେଡେରେଶନ ଆନୁକୂଲ୍ୟରେ ସର୍ବିୟାର ଜ୍ଲାଟିବର-ଟର୍ନିକଠାରେ ସିଗୋଟା କପ୍ ଓ ବୋସନିଆଠାରେ ଜାହୋରିନା କପ୍ ଅନ୍ତର୍ଜାତୀୟ ସ୍ନୋ ସ୍କି ଚାମ୍ପିୟନଶିପ୍ ଆସନ୍ତା ମାସରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଆଲ୍ପାଇନ୍ ସ୍କି ବିଭାଗରେ ଅଂଶଗ୍ରହଣ ପାଇଁ ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ‘...
https://www.dharitri.com/hardik-pandya-visits-kieron-pollard-house/
ପୋଲାର୍ଡଙ୍କ ଅତିଥି ସାଜିଲେ ହାର୍ଦ୍ଦିକ ନୂଆଦିଲ୍ଲୀ,୫।୮: ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟର କିରନ୍ ପୋଲାର୍ଡଙ୍କ ଘରେ ଅତିଥି ସାଜିଲେ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଓ୍ବେଷ୍ଟଇଣ୍ଡିଜ ଗସ୍ତ ସମୟରେ ବିରତି ନେଇ ସେ ପୋଲାର୍ଡଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଉଭୟ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିବାରୁ ବନ୍ଧୁତା ଆହୁରି ଘନିଷ୍ଠ ହୋଇଛି ବୋଲି କୁହାଯ...
https://www.dharitri.com/ସ୍ତ୍ରୀ-ହେବ-ତ-ଏମିତି/
ସ୍ତ୍ରୀ ହେବ ତ ଏମିତି ସୋନମ୍ କପୁରଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। କେଉଁଠି କେମିତି କଥା କହିଲେ ତାହା ପର୍ସନାଲିଟିକୁ ଆହୁରି ଲୋକପ୍ରିୟ କରାଇବ ତାହାର କାଇଦା ତାଙ୍କୁ ଭଲ ଭାବେ ଜଣା। ଦେଖୁନାହାନ୍ତି, ଏବେ ସେ ଯୁଆଡ଼େ ଗଲେ କେମିତି ସ୍ବାମୀ ଆନନ୍ଦ ଆହୁଜାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ତାଙ୍କ ପ୍ରେରଣାରେ ସେ କୁଆଡ଼େ ବଲିଉଡ୍ରେ ଏତେ ବାଟ ଆସିପାରିଛନ୍ତି। ‘ଆନନ୍ଦ ମୋ ପାଇଁ କାଇଣ୍ଡେଷ...
https://www.dharitri.com/gdp-may-affected-by-rs-20-lakh-crore/
ଜିଡିପିକୁ ଲାଗିପାରେ ୨୦ ଲକ୍ଷ କୋଟିର ଝଟକା ନୂଆଦିଲ୍ଲୀ,୭।୯ : ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ୪ ଦଶନ୍ଧିର ସର୍ବନିମ୍ନ ସ୍ତର -୨୩.୯% ଖସିଛି। ଲକ୍ଡାଉନ ଋଣନୀତି ଠିକ୍ ନ ହେବା ଯୋଗୁ ଏହାର ପରିଣାମ ଅର୍ଥ ବ୍ୟବସ୍ଥାକୁ ଭୋଗିବାକୁ ପଡିଥିବା ଦେଶର ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ରବିବାର କହିଛନ୍ତି। ବର୍ତ୍ତମାନ ବଜାର ଗଭୀର ଭାବେ ପ୍ର...
https://www.dharitri.com/explanation-of-the-department-of-mass-education/
ଗଣଶିକ୍ଷା ବିଭାଗର ସ୍ପଷ୍ଟୀକରଣ ଭୁବନେଶ୍ୱର, ୧୮।୫(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ତୃତୀୟ ଶ୍ରେଣୀର ଭାଷା ପଠନ ପୁସ୍ତିକାରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଖବର ସୋମବାର ‘ଧରିତ୍ରୀ’ର ତୃତୀୟ ପୃଷ୍ଠାରେ ପ୍ରକାଶ ପାଇଥିଲା। ପୁସ୍ତକରେ ଇଂଲିଶ ଭାଷାକୁ ବ୍ୟବହାର କରାଯିିବା ସହ ଚିତ୍ରରେ କମ୍ପାନୀ ବ୍ରାଣ୍ଡ୍କୁ ପ୍ରଚାର କରାଯାଇଥିବା ଖବରରେ ଉଲ୍ଲେଖ ଥିଲା। ଏ ନେଇ ମଙ...
https://www.dharitri.com/brajrajnagar-by-election-results-today/
ଆଜି ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ଭୁବନେଶ୍ୱର,୩।୬(ବ୍ୟୁରୋ): ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ ପରିସରରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ନିମନ୍ତେ ଶୁକ୍ରବାର ପୂର୍ବାହ୍ନ ୮ଟାରେ ଭୋଟ ଗଣନା କରାଯିବ। ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିତ୍କାରୀ ସୁଶୀଲ କୁମାର ଲୋହାନୀ ଏହ...
https://www.dharitri.com/ବାହାର-ରାଜ୍ୟର-ଶ୍ରମିକଙ୍କୁ/
ବାହାର ରାଜ୍ୟର ଶ୍ରମିକଙ୍କୁ ବଣ୍ଟାଗଲା ରନ୍ଧାଖାଦ୍ୟ ରାଇକିଆ,୨୮।୩(ଡି.ଏନ୍.ଏ.)- କରୋନା ସାଧାରଣ ଦିନ ମଜୁରିଆଙ୍କ ଚିନ୍ତା ବଢ଼ାଇଛି। ବିଶେଷକରି ବାହାର ରାଜ୍ୟରୁ ଆସି ଦିନମଜୁରିଆ ଭାବେ କାମ କରୁଥିବା ଶ୍ରମିକ ପରିବାର ଲକ୍ଡାଉନ କଟକଣା ପରେ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଏହା ନଜରକୁ ଆସିବା ପରେ ସେମାନଙ୍କ ପାଇଁ ପ୍ରଶାସନ ତରଫରୁ ଶନିବାର ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ମଧ୍ୟପ୍ରଦେଶ...
https://www.dharitri.com/the-officer-could-not-explain-the-farmer/
ଚାଷୀଙ୍କୁ ବୁଝାଇ ପାରିଲେନି ଅଧିକାରୀ ଲୋଇସିଂହା, ୭।୯(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ସମେତ ଆଗଲପୁର ବ୍ଲକ ଅନ୍ତର୍ଗତ ନୁନିଆପାଲି, ଝରଣୀପାଲି, ବଡଟିକା, ନଅଗା (ଖ), ବେନ୍ଦ୍ରା, ପଟୁଆପାଲି, ସାଲେଭଟା ପଞ୍ଚାୟତରେ ଗତବର୍ଷ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା । ୨୦୨୦-୨୧ ପ୍ରଧାନମନ୍ତ୍ରୀ ଫସଲ ବୀମାରେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି ଚାଷୀ। ସମ୍ପୃକ୍ତ ପଞ୍ଚାୟତର ଚାଷୀ କ୍ଷତିପୂର...
https://www.dharitri.com/୪୯୯-ବର୍ଷ-ପରେ-ହୋଲିରେ-ଦୁର୍ଲ/
୪୯୯ ବର୍ଷ ପରେ ହୋଲିରେ ଦୁର୍ଲଭ ସଂଯୋଗ ଫାଲ୍ଗୁନ ପୂର୍ଣ୍ଣିମାରେ ହୋଲିକା ଦହନର ପରଦିନ ହୋଲି ଉତ୍ସବ ପାଳନ କରାଯିବ। ଏବର୍ଷ ଏହି ଉତ୍ସବରେ ବୃହସ୍ପତି ଓ ଶନି ଏକ ଦୁର୍ଲଭ ଯୋଗ ସୃଷ୍ଟି କରିଛନ୍ତି। ହୋଲି ଦିନ ଉକ୍ତ ଗ୍ରହମାନେ ସେମାନଙ୍କ ନିଜ ନିଜ ରାଶିରେ ରହିବେ ବୋଲି କହିଛନ୍ତି ଉଜ୍ୱୟନୀର ଜ୍ୟୋତିଷ ପଣ୍ଡିତ ମନୀଷ ଶର୍ମା। ତାଙ୍କ ମତରେ ଏହି ଦିନ ବୃହସ୍ପତି ତାଙ୍କ ସ୍ବରାଶି ଧନୁରେ ଓ ଶନି ସ୍ବ...
https://www.dharitri.com/bjp-mp-ravi-kishan-talks-up-on-film-city-in-uttar-pradesh/
ସତ ହେବ ସ୍ୱପ୍ନ: ରବି କିଶନ ନୂଆଦିଲ୍ଲୀ,୨୩ ।୧୧: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ସମ୍ମିଳନୀରେ ଯୋଗଦେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍ପି ରବି କିଶନ କହିଛନ୍ତି ଉତ୍ତର ପ୍ରଦେଶରେ ଏବେ ବହୁ ଭାଷାରେ ଚଳଚ୍ଚିତ୍ର ଶୁଟିଂ ଚାଲିଛି । ଭୋଜପୁରୀ ଭାଷାରେ କିଛି ଚଳଚ୍ଚିତ୍ର ବି ଶୁଟିଂ ହେଉଛି । ତେଣୁ ଅଗାମୀ ଦିନରେ ଗୋରଖପୁରରେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଯୋଜନା ରହିଛି । ଏହାପରେ ସେ...
https://www.dharitri.com/ଆର୍‌ଟିଓରେ-ଭିଡ଼-ମହିଳାଙ୍କ/
ଆର୍‌ଟିଓରେ ଭିଡ଼ ମହିଳାଙ୍କ ପାଇଁ ହେଉନି ସ୍ବତନ୍ତ୍ର ଧାଡ଼ି ପୁରୀ ଅଫିସ, ୧୪ା୯: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସବୁଠି ଏବେ ହଇଚଇ। ପୋଲିସ ଅଧିକ ସକ୍ରିୟ ହୋଇପଡିଥିବାବେଳେ ଜୋର୍ଦାର ଚାଲିଛି ଧରପଗଡ଼। ମୋଟା ଆର୍ଥିକ ଜରିମାନା ଏବେ ଗାଡ଼ି ଚାଳକ ଏବଂ ମାଲିକଙ୍କ ଆଖିରୁ ନିଦ ହଜାଇ ଦେଇଛି। କାରଣ ଟ୍ରାଫିକ ଆଇନକୁ ଅଣଦେଖା କରିଆସୁଥିବା ଲୋକେ ଏବେ ନୂଆ ଆଇନ ଜାଲରେ ଛନ୍ଦି ହୋଇପଡୁଛନ୍ତି। ...
https://www.dharitri.com/ayran-khan-drugs-case-officer-sameer-wankhede-transferred-to-dgts-chennai/
ସମିର ୱାନଖେଡେଙ୍କର ବଦଳି, ଆର୍ଯ୍ୟନ ଖାଁ ମାମଲାର କରି ସାରିଛନ୍ତି ଯାଞ୍ଚ ନୂଆଦିଲ୍ଲୀ,୩୧ ।୫: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସହ ଜଡିତ ଡ୍ରଗ୍ସ ମାମଲାର ଯାଞ୍ଚ କରିଥିବା ଅଧିକାରୀ ସମିର ୱାନଖେଡେଙ୍କର ବଦଳି ହୋଇଛି । ସେ ଏନସିବି ମୁମ୍ବାଇର ପୂର୍ବତନ କ୍ଷେତ୍ରିୟ ନିର୍ଦ୍ଦେଶକ ଥିଲେ । ଏବେ ସେ ଡିଆରଆଇକୁ ବଦଳି ହୋଇଛନ୍ତି । ଏବେ ସେ ଡିଜି କରଦାତା ସେବା ନିର୍ଦ୍...
https://www.dharitri.com/video-of-kolkata-doctor-rape-murder-caught-on-cctv/
ସିସିଟିଭିରେ କଏଦ ହେଲା କୋଲକାତା ଡାକ୍ତର ବଳାତ୍କାର-ହତ୍ୟା ଘଟଣାର ଭିଡିଓ! ଦେଖିଲେ ଥରି ଉଠିବ ଛାତି କୋଲକାତା,୨୯।୮: କୋଲକାତା ବଳାତ୍କାର ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କୋଲକାତା ଘଟଣା ପରେ ଆରଜି କର ମେଡିକାଲ କଲେଜ ହସ୍ପିଟାଲର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ଯେ କ୍ରାଇମ ସିନରେ ଅନେକ ଲୋକ ଭିଡ଼ ଭିତରେ ଠିଆ ହୋଇଛନ୍ତି। ସୂ...
https://www.dharitri.com/ବିହାରରେ-ଲାଗୁ-ହେବ-ନାହିଁ-ଏନ/
ବିହାରରେ ଲାଗୁ ହେବ ନାହିଁ ଏନ୍‌ଆରସି ପାଟନା,୨୫।୨: ବିହାର ବିଧାନସଭାରେ ଏନ୍ପିଆର ଓ ଏନ୍ଆରସିକୁ ନେଇ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍ ହୋଇଛି। ମଙ୍ଗଳବାର ଗୃହରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍ଆରସି)କୁ ଲାଗୁ ନ କରିବା ପାଇଁ ଏକ ପ୍ରସ୍ତାବ ପାସ୍ କରାଯାଇଛି। ଏଥିସହ ୨୦୧୦ରେ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନ୍ପିଆର)କୁ ସଂଶୋଧନ କରି ଲାଗୁ କରାଯିବାକୁ ନେଇ ଦିଆଯାଇଥିବା ପ୍ରସ୍ତା...
https://www.dharitri.com/balangir-police-destroyed-7-thousand-liters-of-native-liquor/
୭ ହଜାର ଲିଟର ଦେଶୀ ମଦ ନଷ୍ଟ କଲା ବଲାଙ୍ଗୀର ପୋଲିସ ବଲାଙ୍ଗୀର ଅଫିସ, ୧୬।୧୨: ବଲାଙ୍ଗୀର ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଶୁକ୍ରବାର ବଲାଙ୍ଗୀର ବିଜାଖମନ ଜଙ୍ଗଲରେ ୭ ହଜାର ଲିଟର ଦେଶୀ ମଦ ନଷ୍ଟ କରିଛି। ବଲାଙ୍ଗୀର ଜିଲାର ୧୭ଟି ଥାନା ଅଧୀନରେ ହୋଇଥିବା ୫୦୮ଟି ମାମଲାରେ ଏହି ମଦ ଜବତ କରାଯାଇଥିଲା । ଆଇନଗତ ଭାବେ ଓଡ଼ିଶାରେ ପ୍ରଥମ ଥର ପାଇଁ ଜବତ ମଦ ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା...
End of preview. Expand in Data Studio
README.md exists but content is empty.
Downloads last month
55