audio audioduration (s) 1.81 18.5 | text stringlengths 18 155 | gender class label 1
class |
|---|---|---|
ଦଣ୍ଡେ ନିମିଷେ ଥିରହୋଇ ରହିପାରେନା । | 0female | |
ସେଇ ଗଛ ଛାଇତଳେ, ଧକେଇ ଧକେଇ, ପଡ଼ିରହେ ବୁଲାକୁକୁର । | 0female | |
କିଏ ଆମକୁ ଖାଦ୍ୟ ଦିଏ ତ, କିଏ ବସ୍ତ୍ର ଦିଏ । | 0female | |
ତା’ରି ଫୁଲଫଳ ଖାଇ, ପେଟ ଭରନ୍ତି । | 0female | |
ଆମେ ଯେତେ ଯାହା ଖାଦ୍ୟ ଖାଉ, ସବୁ ଖାଦ୍ୟ ଗଛରୁ ହିଁ ଆମଦାନୀ ହୋଇଥାଏ । | 0female | |
ଆମେ ଯେତେ ଗଛ ଦେଖୁଛୁ, ପ୍ରତ୍ୟେକଟିରେ କିଛି ନା କିଛି ଔଷଧିୟ ଗୁଣ ରହିଛି । | 0female | |
ଏସବୁ ବ୍ୟତୀତ, ଆମ ପରିବେଶ ପାଇଁ, ଗଛର ଉପାଦେୟତା, କହିଲେ ସରିବନି । | 0female | |
ସେଇ ପରମ୍ପରା, ଏବେ ମଧ୍ୟ ଆମ ଦେଶର ପୁରପଲ୍ଲୀରେ, ପ୍ରଚଳିତ । | 0female | |
ଗଛ ଲଗାଇବା, ଏକ ଧର୍ମକାର୍ଯ୍ୟ ବୋଲି ଲୋକେ ବିଶ୍ଵାସ କରନ୍ତି । | 0female | |
ମୋଟ୍ ଉପରେ କହିଲେ, ଗଛଲତା ଯୋଗୁଁ ହିଁ, ପୃଥିବୀରେ ପ୍ରାଣୀଜଗତ ତିଷ୍ଠି ରହିଛି । | 0female | |
ଅବଶ୍ୟ ପ୍ରାଣୀ ଜଗତଠାରୁ ମଧ୍ୟ, ବୃକ୍ଷଲତମାନେ ଯଥେଷ୍ଟ ସୁବିଧା ପାଇଥା’ନ୍ତି । | 0female | |
ଏମାନେ ନାନାପ୍ରକାର ସେବା କରି, ଆମ ପରିବେଶ, ଓ ଆମକୁ ସୁରକ୍ଷା ଦେଇଥାନ୍ତି । | 0female | |
ପୁଣି ଏହି ହିସାବ ବାହାରେ, ଗଛଠାରୁ ଆମେ ଆହୁରି ଅନେକ୍ ପ୍ରକାରର ସେବା ପାଇଥାଉ । | 0female | |
ଗଛଲତା ଯୋଗୁଁ, ଆମ ପୃଥିବୀ ସବୁଜ ଶ୍ୟାମଳ । | 0female | |
ଯେଉଁଠି ଗଛଲତା ନାହିଁ, ସେଠି ଜୀବନ ଅସ୍ତବ୍ୟସ୍ତ, ଖାଲି ହାହାକାରମୟ । | 0female | |
ସେଇଠି ଝରିପଡ଼େ, ବୃକ୍ଷ ଦେବତାର ଆଶୀର୍ବାଦ । | 0female | |
ତେଣୁ ବୃକ୍ଷଲତାର ମହିମାକୁ, ଆମକୁ ମାନିବାକୁ ହେବ । | 0female | |
ବୃକ୍ଷ ରୋପଣ ଏକ ମହତ୍ କାର୍ଯ୍ୟ, ତାହା ହିଁ ହେବ ବୃକ୍ଷ ଦେବତାର ପ୍ରକୃତ ପୂଜା । | 0female | |
ତେଣୁ ଭବିଷ୍ୟତ ବଂଶଧରଙ୍କ ପାଇଁ, ଆମକୁ ବି ଗଛ ଲଗାଇବାକୁ ପଡ଼ିବ । | 0female | |
ସାମାଜିକ ବନୀକରଣ, ଏକ ବ୍ୟାପକ ଯୋଜନା । | 0female | |
ମରୁଭୂମି ନିକଟବର୍ତ୍ତୀ ଅଞ୍ଚଳରେ, ଏହି ଗଛ, ଜମି ଓ ଫସଲକୁ, ପବନ ଓ ବାଲିରୁ ରକ୍ଷା କରେ । | 0female | |
ସେମାନଙ୍କର ମାଆ, ମରିଗଲାରୁ ତାଙ୍କ ବାପା ପୁଣି ଥରେ ବିବାହ କଲେ । | 0female | |
ସାବତମାଆ, ବଡ଼ ଦୟାହୀନା ଓ ରୁକ୍ଷା । | 0female | |
ତେଣୁ ଭାଇଟି, ତା’ ଭଉଣୀକୁ ସାଙ୍ଗରେ ନେଇ, ଘର ଛାଡ଼ି କୁଆଡ଼େ ଚାଲିଯିବାକୁ ମନସ୍ଥ କଲା । | 0female | |
ବାଳିକାଟି ତା’ ଭାଇକୁ କହିଲା, ମୋତେ ଭାରି ଶୋଷ କଲାଣି । | 0female | |
ଚାଲ ଆମେ କେଉଁଠି ଗୋଟିଏ ଝରଣା ଦେଖି, ସେଥିରୁ ମୁନ୍ଦାଏ ପାଣି ପିଇବା । | 0female | |
ଏଥର ସେମାନେ, ଆଉ ଗୋଟିଏ ଝରଣା ନିକଟରେ ପହଞ୍ଚିଲେ । | 0female | |
ହେଟାବାଘ ହୋଇଯାଇ ମତେ ଖାଇଦେବ । | 0female | |
ତେଣୁ ତା’ ଭାଇ କହିଲା, ଆଚ୍ଛା, ମୁଁ ଆଉ ଟିକିଏ ଡେରି କରିବି । | 0female | |
କିନ୍ତୁ ମତେ ଯେ ଭାରି ଶୋଷ ହେଲାଣି । | 0female | |
ମୁଁ ଏଥର ଆଉ ସମ୍ଭାଳି ପାରିବିନି । | 0female | |
ସେ ଦୁହେଁ ବଣ ଭିତରେ, ଚାଲିବାକୁ ଲାଗିଲେ । | 0female | |
ଆସ୍ତେ ଆସ୍ତେ ନିବିଡ଼ ଜଙ୍ଗଲ ପଡ଼ିଲା । | 0female | |
ଦେଖନି, କି ସୁନ୍ଦର ଭାଇ ଭଉଣୀ ଦୁଇଟି, କି ଅବସ୍ଥା ହେଇ ଯାଉଛନ୍ତି । | 0female | |
ଖାଇସାରିଲା ପରେ ସେମାନେ ନିଘୋଡ଼ ନିଦରେ ଶୋଇ ପଡ଼ିଲେ । | 0female | |
ଏମିତି ସେମାନେ ଦିନାକେତେ ବଣରେ କଟେଇଲେ । | 0female | |
ହରିଣ, ଓ ତା’ ଭଉଣୀ, ପରସ୍ପର କଥାବାର୍ତ୍ତା ହୁଅନ୍ତି । | 0female | |
ହରିଣ ସେଠୁ ଦୌଡ଼ି ପଳାଇ ଯାଇ, ଏସବୁ ଦେଖିବାକୁ ଇଚ୍ଛାକଲା । | 0female | |
ଦିନସାରା ସେ ଶିକାରୀମାନଙ୍କ ଆଗରେ ଦୌଡ଼ିଲା । | 0female | |
ଭଉଣୀ ତା’ର କ୍ଷତ ସ୍ଥାନ ଦେଇ, ପଟି ବାନ୍ଧିଦେଲା, ଓ ତା’ର ସେବାଶୁଶ୍ରୂଷା କଲା । | 0female | |
ସେ ତାକୁ ଖେଦାକୁ ନଯିବା ପାଇଁ, ଅନୁରୋଧ କଲା । | 0female | |
ତା’ ପରଦିନ ସକାଳୁ, ହରିଣ ସୁସ୍ଥ ସବଳ ହୋଇଗଲା । | 0female | |
ପୁଣି ଶିକାର ସ୍ଥଳକୁ, ଯିବାକୁ ସେ ଇଚ୍ଛା କଲା । | 0female | |
ସେ ଝିଅଟିକୁ ଦେଖି, ଭାରି ଖୁସି ହେଲେ । | 0female | |
ସେ ଅତ୍ୟନ୍ତ ସୁନ୍ଦରୀ ଓ ରୂପବତୀ ଥିଲା । | 0female | |
ସତେକି, ଗୋଟିଏ ଚାଉଳରେ ଗଢା। | 0female | |
ଝିଅଟି ପାଖରୁ ରାଜା ସମସ୍ତ ଘଟଣା ଜାଣି ପାରିଲେ। | 0female | |
ତାଙ୍କର କୌଣସି ପିଲାପିଲି ନଥିବାରୁ, ସେ ତାକୁ ନିଜର ଝିଅ କରି ରଖିବାକୁ ଚାହିଁଲେ । | 0female | |
ସେମାନଙ୍କର ସାବତମାଆ ମଲାପରେ, ହରିଣଟି ପୁଣି ଗୋଟିଏ ନବଯୁବାରେ ପରିଣତ ହେଲା । | 0female | |
ଦିନେ ସେମାନେ ବଣ ବୁଲି ବାହାରିଲେ । | 0female | |
"ମଦନ କହିଲା-"ସଙ୍ଗାତ, ବଣରେ ଯଦି ବାଘ କି ଭାଲୁ ବାହାରିବ, କଅଣ କରିବା ।") | 0female | |
ସତକୁ ସତ, ଦୂରରୁ ଭାଲୁଟାଏ ଆସିଲା । | 0female | |
ମଦନ ଆଉ କରେ କଣ, ଗଛ ମୂଳରେ ମଲା ମଣିଷ ପରି, ପଡ଼ିରହିଲା । | 0female | |
ଭାଲୁ ଆସିଲା, ମଦନକୁ ଶୁଙ୍ଘିଲା । | 0female | |
ମଲା ମଣିଷ ଭାବି ଚାଲିଗଲା । | 0female | |
ଭାଲୁ ମଲା ମଣିଷ ଖାଏ ନାହିଁ । | 0female | |
ପଦନ, ଗଛରୁ ତଳକୁ ଆସିଲା । | 0female | |
କହିଲା ସଙ୍ଗାତ, ଭାଲୁ ତୁମ କାନରେ କଅଣ କହୁଥିଲା କି । | 0female | |
ବିପଦରେ, ଯେ ସାହା ନ ହୁଏ, ସେ ସାଙ୍ଗ ନୁହେଁ । | 0female | |
ଏହା ଶୁଣି ପଦନର ମୁହଁ ଶୁଖିଗଲା । | 0female | |
ଦିନେ ସେ ମଜା କରିବ ବୋଲି ଭାବିଲା । | 0female | |
ପାଖ ବିଲରେ ଲୋକେ କାମ କରୁଥିଲେ । | 0female | |
ଡାକ ଶୁଣି, ବଣ ଆଡ଼କୁ ଧାଇଁଲେ । | 0female | |
ଲୋକଙ୍କୁ ଦେଖି ବରଜୁ ଠୋ ଠୋ କରି ହସିଲା, ପୁଣି ଥରେ ବରଜୁ, ଏହିପରି ଡାକିଲା । | 0female | |
ଲୋକେ ତାକୁ, ଖୁବ୍ ଗାଳିଦେଲେ । | 0female | |
ଦିନେ ସତକୁ ସତ ବାଘ ଆସିଲା । | 0female | |
ବରଜୁ ବିକଳରେ ଡାକ ଛାଡ଼ିଲା । | 0female | |
ଲୋକେ ତା’ କଥା ଶୁଣିଲେ ନାହିଁ । | 0female | |
ବାଘ ବରଜକୁ ଟେକି ନେଇଗଲା । | 0female | |
ଦିନେ ବଗ ବିଲୁଆକୁ କହିଲା, ଆଜି ମୋ ଜନମ ଦିନ, ଆମ ଘରକୁ ଆସିବ । | 0female | |
ବଗ ଗୋଟିଏ ସରୁମୁହାଁ ଘଡ଼ିରେ, ମାଛ ତରକାରି ଆଣିଲା । | 0female | |
ବଗ ତାର ସରୁଆ ଥଣ୍ଟ ଗଳାଇ ଖାଇଲା । | 0female | |
ମାତ୍ର ବିଲୁଆ ମୁହଁ ସେଥିରେ ପଶିଲା ନାହିଁ । | 0female | |
ଆଉ ଦିନକର କଥା, ବିଲୁଆ ବଗକୁ ଭୋଜି ଖାଇବାକୁ ଡାକିଲା । | 0female | |
ବିଲୁଆ ଗୋଟିଏ ଚଟକା ଥାଳିରେ, ମାଂସ ତରକାରି ବାଢ଼ିଦେଲା । | 0female | |
ବଡ଼ମାଛ ପଡ଼ିଲେ ରାଜାଙ୍କ ଘରେ ଦିଏ । | 0female | |
ଦିନେ ସେ ବଡ଼ମାଛଟିଏ ଧରିଲା । | 0female | |
ରାଜଙ୍କ ଘରକୁ ମାଛଟି ଦେବାକୁ ଗଲାବେଳେ, ସିପାହୀ ତାକୁ ଭିତରକୁ ଛାଡ଼ିଲା ନାହିଁ । | 0female | |
ମାଛ ଦେଖି, ରାଜା ଭାରି ଖୁସି ହେଲେ । | 0female | |
ଦଶ ମୁଥ ପରେ କେଉଟ କହିଲା, ସେତିକି । | 0female | |
ଆଉ ଦଶ ମୁଥ, ମୋ ସାଥିକି ଦିଅ । | 0female | |
ରାଜା ସିପାହୀଙ୍କୁ ଧରି ଆଣିଲେ । | 0female | |
ତା’ ମୁହଁରେ, କଷି କରି ଦଶ ମୁଥ ଦିଆଗଲା । | 0female | |
ସିପାହୀଙ୍କୁ ଚାକିରିରୁ ବାହାର କରିଦେଲେ, କେଉଟକୁ ପ୍ରଚୁର ଧନ ଦେଲେ । | 0female | |
ପରର ମନ୍ଦ ଚିନ୍ତିଲେ, ନିଜର କ୍ଷତି ହୁଏ । | 0female | |
ସେ ନିତି ନଈରେ ଜାଲ ପକାଏ । | 0female | |
ମାଛ ବିକି କୌଣସି ପ୍ରକାରେ ଚଳିଯାଏ, ଦିନେ ତା ଜାଲରେ ଗୋଟିଏ ମାଠିଆ ପଡ଼ିଲା । | 0female | |
ଏଥିରେ ମାଲ୍ମତା ଥିବ, ମାଠିଆ ମୁହଁକୁ ଚଟ୍କରି ଖୋଲିଦେଲା । | 0female | |
ଚାହୁଁଚାହୁଁ ସେ ଧୂଆଁରୁ ବିକଟାଳ ଅସୁରଟାଏ ବାହାରିପଡ଼ିଲା । | 0female | |
ସେ କେଉଟକୁ କହିଲା, ମତେ ଭାରି ଭୋକ ମୁଁ ତତେ ଖାଇବି । | 0female | |
କେଉଟ ଭୟରେ ଥରିବାକୁ ଲାଗିଲା । | 0female | |
"ସେ ଡରି ଡରି କହିଲା- "ମହାପୁରୁଷ, ତୁମେ ତ ଏତେ ବଡ଼ ।") | 0female | |
ଏ ଛୋଟ ମାଠିଆରେ କିପରି ଥିଲ, ମତେ ଏ କଥା, ଆଗେ କହ । | 0female | |
ମୁଁ ତୁମକୁ ବହୁତ ଖାଇବାକୁ ଦେବି, ଅସୁରଟା କିଛି ଭାବିପାରିଲା ନାହିଁ । | 0female | |
ଗୁଡ଼ାଏ ଖାଇବାକୁ ମିଳିବ, ଭାରି ଖୁସି ହୋଇଗଲା । | 0female | |
କେଉଟ ସାଙ୍ଗେ ସାଙ୍ଗେ ମାଠିଆରେ ଘୋଡ଼ଣି ଦେଇ, ନଈକି ଫିଙ୍ଗିଦେଲା । | 0female | |
ବୁଦ୍ଧି ଥିବା ଯୋଗୁଁ, କେଉଟ ବଞ୍ଚିଗଲା । | 0female | |
ଦିନରାତି ନ ଖାଇ ନ ପିଇ ମହାଦେବଙ୍କୁ ଡାକିଲା । | 0female | |
ଶେଷକୁ ମହାଦେବ ତାକୁ ଦେଖାଦେଲେ । | 0female | |
କହିଲେ ତୋର କଅଣ ଦରକାର୍ କହ । | 0female |
Subsets and Splits
No community queries yet
The top public SQL queries from the community will appear here once available.