Datasets:
id int64 1 221 | image imagewidth (px) 168 5.33k | ground_truth stringlengths 6 3.57k | category stringclasses 6
values |
|---|---|---|---|
1 | ପରିଶ୍ରମ
ହେ ଅଳସୁଆ, ପିମ୍ପୁଡ଼ିକୁ ଯାଅ; ତା'ର ମାର୍ଗ ବିଷୟରେ ଚିନ୍ତା କର ଏବଂ ଜ୍ଞାନୀ ହୁଅ: ଯାହାର କ guide ଶି ମାର୍ଗଦର୍ଶକ, ତଦାରଖକାରୀ କିମ୍ବା ଶାସକ ନ ଥିବାରୁ ସେ ଗ୍ରୀଷ୍ମ ସମୟରେ ମାଂସ ଯୋଗାନ୍ତି ଏବଂ ଅମଳରେ ଖାଦ୍ୟ ସଂଗ୍ରହ କରନ୍ତି | ହେ ଅଳସୁଆ, ତୁମେ କେତେ ଦିନ ଶୋଇବ? କେତେବେଳେ ତୁମେ ନିଦରୁ ଉଠିବ? ତଥାପି ଟିକିଏ ଶୋଇବା, ଟିକିଏ ଶୋଇବା, ଶୋଇବା ପାଇଁ ହାତ ଟିକେ ଗୁଣ୍ଠ କରିବ... | Digital | |
2 | ଜୀବନର ମୂଳ ମନ୍ତ୍ର
ନିଜର ଅତୀତ କୁ ଭୁଲିଯାଆନ୍ତୁ ଯାହା ତୁମକୁ ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସୃଷ୍ଟିକରେ।
ସେହି ଲୋକଙ୍କୁ ଭୁଲିଯାନ୍ତୁ ଯିଏ ତୁମର ଭାବନା କୁ ବୁଝି ପାରେନି।ନିଜ ଭୁଲ୍ କୁ ସ୍ୱୀକାର କରନ୍ତୁ।
ପୁନର୍ବାର ନିଜ ଜୀବନକୁ ଆରମ୍ଭ କରନ୍ତୁ ଆଉ ନିଜ ଇଚ୍ଛା ରେ ବଞ୍ଚନ୍ତୁ। | Digital | |
3 | ଏଇତ ଜୀବନ
ବୁଝି ହୁଏ ନାହିଁ ଜୀବନ ରାସ୍ତାରେ କାହିଁକି ଏମିତି ହୁଏ
ଛାଡି ଆସିଥିବା ଅତୀତ ବି ଜାଣିଶୁଣି କଷ୍ଟ ଦିଏ
ଶୋଇପଡ଼ିଥିବା ଅବୁଝା ଅତୀତ ପାଦ ଟାଣି ଧରି ନିଏ !!
ସମୟର ଚକ ଗାଡି ଚାଲିଛି ସୁଖ ଦୁଃଖ ଧରି ସାଥେ
କିଏ ବା ଅଟକାଇବ କାଳର ଗତିକୁ ଅଛିବା କାହାର ହାତେ
ସମୟର ମୂଲ୍ୟ ଯିଏ ନବୁଝିଛି ଯାଇଛି ଜୀବନେ ହାରି
ହଜିଲା ସମୟ ଖୋଜିବୁଲେ ସିଏ ଦୁଃଖ ମନକୁ ଆବୋରି !! | Digital | |
4 | " ମାଆ "
ଅମାବାସ୍ୟାର ଅନ୍ଧକାରରେ ଥିଲି ମୁଁ ଦୁନିଆଁର ଆଲୋକ ଦେଖାଇଲୁ ତୁ
ଦଶ ମାସ ଦଶ ଦିନ ଗର୍ଭରେ ଧରି ସଂସାର ରେ ଜନମ ଦେଲୁ ତୁ ।
ଦେହର ଲହୁ କୁ କରିତୁ ପିୟୂଷ ତୁହି ମୋତେ ପିଆଇଲୁ
ଜନମ ବେଳରେ କେତେ କାନ୍ଦୁଥିଲି ହସିବା ତୁ ଶିଖାଇଲୁ ।
ହାତ ଧରି ମୋର କୁନି କୁନି ପାଦେ ଚାଲିବା ତୁ ଶିଖାଇଲୁ
କେତେ ଭଲ ବୁଦ୍ଧି ଶିକ୍ଷା ଦେଇ ମୋତେ ମଣିଷ କରି ଗଢିଲୁ ।
ଯାହା ମୁଁ ହୋଇଛି ଯାହା ମୁଁ ପାଇଛି ସ... | Digital | |
5 | ସମୟର ଖେଳ
ସମୟ ଗଡ଼ି ଚାଲିଛି ଧୀରେଧୀରେ ଅପେକ୍ଷା ନାହିଁ କାହାକୁ ଜନମିଲେ ମର୍ତ୍ତ୍ୟ ମୃତ୍ୟୁ ନିଶ୍ଚିତରେ ଡରୁଛ କାହିଁ ମୃତ୍ୟୁକୁ ।।
ସମୟର ସ୍ରୋତ ବହି ଚାଲିଛିରେ କେହି ନାହିଁ ରୋକିବାକୁ କାଳର କରାଳେ ଲୀନ ତ ହେବାରେ ଡରୁକାହିଁ ଜୀବନକୁ ।।
ବନ୍ଧାପଡ଼ି ଅଛୁ ତୁ ମୋହ ମାୟାରେ ଭୁଲିଗଲୁ ସତ୍ୟତାକୁ ଏକା ତୁ ଆସିଛୁ ଏକା ଫେରିବୁରେ ଧରିଛୁ ମୋହ ମାୟାକୁ ।।
ମର୍ତ୍ତ୍ୟେ ସମୟ ବଡ଼ ବଳବାନରେ ଭୁଲିଗ... | Digital | |
6 | ଆଜି ସନ୍ଧ୍ୟାର 20 ବଡ଼ ଖବର
ସ୍କୁଲ ଖୋଲିବା ଓ ବନ୍ଦ ସମୟ ବଦଳିଲା
ଭତ୍ତା କୁ ନେଇ 2 ବଡ଼ ଘୋଷଣା
ସୁଭଦ୍ରା ଟଙ୍କା ବଡ଼ ଘୋଷଣା ଦେଖନ୍ତୁ
ଏବେ ମିଳିବ କିଷାନ 2000
ବଢିଲା ଭତ୍ତା ଟଙ୍କା
ସୁଭଦ୍ରା ଯୋଜନା ନେଇ ବଡ଼ ଖବର | Digital | |
7 | ଆଜି ୧୭ ମଇ ଶୁକ୍ରବାର
ଚାଷୀଙ୍କୁ ୫୦୦୦୦ ଟଙ୍କା କ୍ଷତିପୂରଣ, ଭୟଙ୍କର ସୂର୍ଯ୍ୟ ପରାଗ
ଆଜି ୮ଟି ନୂଆ ନିୟମ ଲାଗୁ, ଜନ ଧନ ଖାତାରେ ୨୫୦୦ ଆଜି
ଭୟଙ୍କର ଗ୍ରହଣ
ବର୍ଷା
ମାଟ୍ରିକ ରେଜଲ୍ଟ LIVE
ଆଜି ବ୍ୟାଙ୍କ ଖାତାରେ ୧୪୦୦୦ ମିଳିବ | Digital | |
8 | ଆଜି ୨୨ ଜୁନ, ରବିବାର ୨୦୨୪
ସକାଳର ୩୦ଟି ମୁଖ୍ୟ ଖବର
୧. ପୁଣି ବଢିଲା ସ୍କୁଲ ମଧ୍ୟାହ୍ନ ଭୋଜନ ଦର
୨. ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୦ଟି ବଡ଼ ଭେଟି
୩. ସୁଭଦ୍ରା ଟଙ୍କା ଏହି ମହିଳାଙ୍କୁ ମିଳିବ ୫୦୦୦
୪. ଏଣିକି ସ୍କୁଲରେ ପାଳନ ହେବ (ସ୍କୁଲ ସୁରକ୍ଷା ସପ୍ତାହ)
୫. ଆଜି ୫ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା
ମୋଦୀ ଆସିବେ ଯୋଜନା ବାଣ୍ଟିବେ
୧୫ ଦିନରେ ମିଳିବ ଭୋଟର ପରିଚୟ
ଓଡ... | Digital | |
9 | ଆଜି 17 ଜାନୁୟାରୀ, ଶୁକ୍ରବାର 2025ସକାଳର ମୁଖ୍ୟ ଖବର 20 ଟି ବଡ଼ ଖବର
୧. ଅଙ୍ଗନବାଡି କର୍ମୀ ମାନଙ୍କ ଦରମା ବଢିଲା ୨. ସୁଭଦ୍ରା Under Process ଥିଲେ ମିଳିବନି ଟଙ୍କା ୩. ୬୦ ବର୍ଷରୁ ଉର୍ଦ୍ଧ ଏବଂ ବିଧବା ଭତ୍ତା ୩୦୦୦ କୁ ଦାବି ୪. ଏମାନଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କା ୫. ବାସହୀନ ଙ୍କ ପାଇଁ ଆଶ୍ରୟସ୍ଥଳୀ ଯୋଜନା
ବଢିବ ଅଙ୍ଗନବାଡି କର୍ମୀଙ୍କ ଦରମା!!
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା... | Digital | |
10 | ଆଜି ୧୮ ଅଗଷ୍ଟ, ରବିବାର. ସକାଳର ମୁଖ୍ୟ ଖବର ୩୦ଟି ବଡ଼ ଖବର
୧. ଦିଲ୍ଲୀ ଏମ୍ସରେ ନିଆଁ, ଆୟତ୍ତ କଲେ ୩୪ ଦମକଳ ଟିମ୍ ୨. ନୀତି ଆୟୋଗ ବୈଠକରେ ଚାଷୀ ପାଇଁ ଓଡ଼ିଶାର ୬ଟି ପ୍ରସ୍ତାବ ୩. ଟିଭି ଚ୍ୟାନେଲ ପାଇଁ ଥିବା ଅଫର ଉପରେ ରୋକ ଲଗାଇବ TRAI ୪. ଡାକ ବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି ୫. ଭାରତ - ଭୁଟାନ ମଧ୍ୟରେ ୧୦ଟି ବୁଝାମଣା ପତ୍ର ସ୍ଵାକ୍ଷରିତ | Digital | |
11 | ଦୁର୍ଗାଠାରୁ କେତେ ଦୂରରେ ଦୁର୍ଗା ?
ଦୁର୍ଗା-ଚେତନାର ନିଃଶେଷୀକରଣ ପାଇଁ ଯେତେ ଉଦ୍ୟମ ହେଉଛି, ତନ୍ମଧ୍ୟରୁ ଦଶହରା ପର୍ବ ଅବସରରେ ପାଳିତ ହେଉଥିବା ମୃଣ୍ମୟୀ ଦୁର୍ଗା ପୂଜା ଅନ୍ୟତମ । ଏହି ମୃଣ୍ମୟୀ ପୂଜାର ବାହ୍ୟାଡ଼ମ୍ବର ଭିତରେ ଦୁର୍ଗା ଏପରି ନିଷ୍ପ୍ରଭ ହୋଇପଡ଼ିଛି ଯେ, ଦୁର୍ଗା-ଚେତନା ସାଧାରଣ ମଣିଷକୁ ଆଉ ସ୍ପର୍ଶ କରି ପାରୁ ନାହିଁ ।
ଦୁର୍ଗା-ଚେତନା କ'ଣ ?
ସଂକ୍ଷେପରେ କହିଲେ, ଅତ୍ୟାଚାର... | Book | |
12 | ବିଲୁପ୍ତ ଓଡ଼ିଆ ଲୋକ ସଂସ୍କୃତିର ବ୍ୟଥା ଓ ‘ବାଦ୍ୟ ତିମିରା’ର କଥା
ଲୋକ ସଂସ୍କୃତି ବିଜ୍ଞାନ ଦୃଷ୍ଟିରୁ ଆଲୋଚନା କଲେ ଜଣାଯାଏ ଯେ, ମାନବ ଜୀବନର ଯାବତୀୟ କର୍ମଧାରାର ଅଭିବ୍ୟକ୍ତି ହେଉଛି ସଂସ୍କୃତି । ‘ଐତରେୟ ବ୍ରାହ୍ମଣ’ ଅନୁସାରେ ‘ଆତ୍ମସଂସ୍କୃତିର୍ବାବ ଶିଳ୍ପାନି...ଆତ୍ମାନଂ ସଂସ୍କୁରୁତେ” – ଅର୍ଥାତ୍ ଶିଳ୍ପସମୂହ ହେଉଛି ଆତ୍ମାର ସଂସ୍କୃତି ଏବଂ ଶିଳ୍ପ କର୍ମଦ୍ଵାରା ଆତ୍ମାର ସଂସ୍କୃତି ସା... | Book | |
13 | ଓଁ ଶ୍ରୀପରମାତ୍ମନେ ନମଃ
ଶ୍ରୀମଦ୍ଭଗବଦ୍ଗୀତା
ଅଥ କରନ୍ୟାସଃ
ଓଁ ଅସ୍ୟ ଶ୍ରୀମଦ୍ଭଗବଦ୍ଗୀତାମାଲାମନ୍ତ୍ରସ୍ୟ ଭଗବାନ୍-ବେଦବ୍ୟାସ ଋଷିଃ । ଅନୁଷ୍ଟୁପ୍ ଛନ୍ଦଃ । ଶ୍ରୀକୃଷ୍ଣଃ ପରମାତ୍ମା ଦେବତା । ଅଶୋଚ୍ୟାନନ୍ବଶୋଚସ୍ତଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ ଇତି ବୀଜମ୍ ।। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଇତି ଶକ୍ତିଃ ।। ଅହଂ ତ୍ୱା ସର୍ବପାପେଭ୍ୟା ମୋକ୍ଷୟିଷ୍ୟାମି ମା ଶୁଚ ଇତି କୀଳକମ... | Book | |
14 | ରାୟଗଡ଼ା-ରାୟଗଡ଼ା
୧. ପୁଅ ରାୟଗଡ଼ାରେ ପଢୁଛି ଶୁଣି, ଚିହ୍ନା ପରିଚିତ ସମସ୍ତେ ଆଶ୍ଚର୍ଯ୍ୟ ହେଇ ପଚାରିଥିଲେ: ରାୟଗଡ଼ା ? ରାୟଗଡ଼ାରେ ? ଯେମିତି ରାୟଗଡ଼ା ଓଡ଼ିଶାରେ ନାହିଁ, ପୃଥିବୀରେ ନାହିଁ, ବିଶ୍ୱ ବ୍ରହ୍ମାଣ୍ଡ କେଉଁଠି ହେଲେ ନାହିଁ ।
୨. ରାୟଗଡ଼ା ରେଲୱେ ଷ୍ଟେସନ୍ରୁ ବାହାରି, ନାକୁଆ ପାହାଡ଼କୁ ଅନେକ ପୁଅ ସ୍ଥିର ହେଇ ଯାଇଥିଲା : ବାପା, ଦେଖୁଛ ପାହାଡ଼ଟାକୁ ? ମନେ ହେଉଛି ଗୋଟେ ଲୋକ ... | Book | |
15 | ବିଲକ୍ଷଣ ଭଗବତ୍କୃପା
ଭଗବାନଙ୍କ ଉପରେ ବିଶ୍ୱାସ କରିବା ଉଚିତ, କଦାପି ସଂସାର ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଏହା ସମସ୍ତଙ୍କର ଅନୁଭବ ଯେ ଦେଖିବା, ଶୁଣିବା ଓ ବୁଝିବା ଅନ୍ତର୍ଗତ ହେଉଥିବା ସବୁକିଛି ପ୍ରତିକ୍ଷଣ ପରିବର୍ତ୍ତିତ ହେଉଛି; ପୁଣି ତାହା ଉପରେ ବିଶ୍ୱାସ କରାଯିବ କିପରି? ସଂସାର ଆଦୌ ବିଶ୍ୱାସର ପାତ୍ର ନୁହେଁ, ବରଂ ସେ ସେବାର ପାତ୍ର। ଯେଉଁ ଭଗବାନ କେବେ ବଦଳନ୍ତି ନାହିଁ, ବଦଳ... | Book | |
16 | || ୧୨ ||
ଦୈତ୍ୟାନନ୍ଦ ମହାପାତ୍ର
ଅଜର ଅପରିକା
ଅଜର କାକାରଙ୍କ ସେମିତି ସ୍ୱଭାବ! ଯଦି କହିବି । ଦୁଃଖ ନାହିଁ କି କଷ୍ଟ ନାହିଁ । ଖାଲି ହସ କିନ୍ତୁ କିନ୍ତୁ ହସ ଅନ୍ତରାଳେ କିଛି କଷ୍ଟର ରାଶି ଦେଖା ଯାଉଛି । କୋଉଥି ପାଇଁ ସେଇ ମୁହୂର୍ତ୍ତରେ ତାହା ସ୍ପଷ୍ଟ ଅସ୍ପଷ୍ଟ ହୋଇ ପଡ଼ିଲା । କି ଅକାଳ କଥା ! ଦାଣ୍ଡରେ ଥୁଅ କାମିନି । ପୁରୁଣା ବରକୋଳି ଗଛରୁଡାଳିଟିଏ ଓଲଟାଇ ଦାନ୍ତରେ ଘଷୁଥିଲା କି କ'ଣ,... | Book | |
17 | ପଞ୍ଚସଖା
ଆଗମ୍ୟ ଭାବ ଜାଣେ ଯଶୋବନ୍ତ । ଗାରକଟା ଯନ୍ତ୍ର ଜାଣେ ଅନନ୍ତ ।୧। ଆଗତ ନାଗତ ଅଚ୍ୟୁତ ଭଣେ । ବଳରାମ ଦାସ ତତ୍ତ୍ଵ ବଖାଣେ ।୨। ଭକ୍ତିର ଭାବ ଜାଣେ ଜଗନ୍ନାଥ । ପଞ୍ଚସଖା ଏ ଓଡ଼ିଶା ମହନ୍ତ ।୩।
ଭକ୍ତ ଅଚ୍ୟୁତାନନ୍ଦ ଚଉତିଶା || (ରାଗ-ରାମକେରୀ) || || ୧ ||
କରୁଛି ଜଣାଣ ଛାମୁରେ ଆହା କୃପାସାଗର । କେମନ୍ତେ ଏ ଭବୁ ତରିବି ବୁଦ୍ଧି ନଦିଶେ ମୋର ।୧। କ୍ଷଣେ ସାଧୁସଙ୍ଗେ ନ ବସି ବୃଥା ଗଲା... | Book | |
18 | ମୁଖବନ୍ଧ
ସତ୍ୟ ବା ଜ୍ଞାନର ସାର୍ଥକତା ସେବାରେ । ଏଥୁଯୋଗୁଁ ଜ୍ଞାନ ବା ସତ୍ୟ ଯେତେଦିନ ପର୍ଯ୍ୟନ୍ତ ମାନବ-ସେବା କାର୍ଯ୍ୟରେ ନ ଲାଗେ, ସେତେଦିନ ପର୍ଯ୍ୟନ୍ତ ମସ୍ତବଡ଼ ଗୋଟାଏ ଅପୂର୍ଣ୍ଣତା ଯେପରି ରହିଯାଏ । ସତ୍ୟକୁ ସମ୍ପୂର୍ଣ୍ଣାଙ୍ଗ ଓ ସାଫଲ୍ୟମଣ୍ଡିତ କରିବା ନିମିତ୍ତ ମହାପୁରୁଷମାନଙ୍କ ଜୀବନରେ ସେବାର ଆକୃତି ଆତ୍ମପ୍ରକାଶ କରେ । ଜଗନ୍ମଙ୍ଗଳକାମୀ ମହାପୁରୁଷମାନଙ୍କର କର୍ମଧାରା ଅନୁଧାବନ କଲେ... | Book | |
19 | ପ୍ରଥମ ଭାଗ ଝଡ଼ ପୂର୍ବର ନିସ୍ତବ୍ଧତା
ଏକ
୧୯୪୭ ମସିହା ଜୁନ୍ ମାସ ତିନି ତାରିଖ। ଏହି ସଂଧ୍ୟାରେ ଭାଇସରାୟଙ୍କର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିବାର ଥିଲା। ସେଇ କଥା ହିଁ ଲାଲା କାନସାରାମ ତାଙ୍କ ସ୍ତ୍ରୀ ପ୍ରଭାରାଣୀଙ୍କୁ କହୁଥିଲେ। ସ୍ତ୍ରୀକୁ ଶିକ୍ଷିତ କରାଇବା ଥିଲା ତାଙ୍କର ଏକ ଦାୟିତ୍ଵ। ଲାଲା କାନସାରାମ ନିଜେ ବିଶେଷ ଶିକ୍ଷିତ ନଥିଲେ— ସେ ନିଜେ ମେଟ୍ରିକ୍ ପାଶ୍ କରିଥିଲେ କି ନାହିଁ... | Book | |
20 | ଅଚାନକ
ଏବେ, ଏ ଯେଉଁ କ୍ଷଣଟି ଆସିଲା—ପୁରାପୁରି ଅଚାନକ । ଯାହାଙ୍କ ଜୀବନରେ ଏହା ଆସିଲା, ସ୍ୱୟଂ ତାଙ୍କୁ ବି ଏହି ଅଚାନକର ଅନ୍ୱେଷା ନଥିଲା । ସେ ସବୁଜିମାଭରା ପରିବେଶରେ ସେ ପ୍ରସ୍ଫୁଟନର ସମ୍ଭାବନା ଏମିତିରେ ହୋଇ ପାରିଥାଆନ୍ତା କିନ୍ତୁ ଏହା ଯେ ହେବ—ଏ କଥା କେହି ଭାବି ନଥିଲେ । ହୁଏତ ସେହି କ୍ଷଣକୁ ଅନୁମାନ ନଥିଲା ଯେ ନିଜର ସହଜ ଲୟରେ ତାକୁ ସେହି ଗନ୍ତବ୍ୟ ଯାଏଁ ପହଞ୍ଚିବାକୁ ପଡ଼ିବ । ନି... | Book | |
21 | ଉପୋଦ୍ଘାତ
ସ୍ନାତକ (ସମ୍ମାନ) ଓ ସ୍ନାତକୋତ୍ତର ଶ୍ରେଣୀରେ ସାହିତ୍ୟ ତତ୍ତ୍ଵ ଓ ତଥ୍ୟ ସମ୍ପର୍କରେ ଆଲୋଚନା କଲାବେଳେ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ହେଉଥିଲା । ଏହାର ପରିସୀମା ଏତେ ବ୍ୟାପକ ଯେ ଏହାକୁ ଏକତ୍ର କରି ଶ୍ରେଣୀ ଗୃହରେ ଅଧ୍ୟାପନା କରିବା ସହଜ ବୋଧ ହେଉନଥିଲା । ସଂସ୍କୃତ, ଇଂରେଜୀ, ବଙ୍ଗଳା, ହିନ୍ଦୀ ଇତ୍ୟାଦି ସମାଲୋଚକମାନଙ୍କର ବ୍ୟାଖ୍ୟାକୁ ଛାତ୍ରଛାତ୍ରୀଙ୍କ ନିକଟରେ ଉପସ୍ଥ... | Book | |
22 | ଗୌତମ ବୁଦ୍ଧ
ଖ୍ରୀଷ୍ଟପୂର୍ବ ୫୬୦ ଆଜିର ପବିତ୍ର ବୈଶାଖ ପୂର୍ଣ୍ଣିମା ତିଥିରେ ଶାକ୍ୟବଂଶର ରାଜା ଶୁଦ୍ଧୋଦନ ଓ ରାଣୀ ମାୟାଦେବୀଙ୍କ କୋଳମଣ୍ଡନ କରିଥିଲେ ଗୌତମ ବୁଦ୍ଧ। ହିମାଳୟ ପାଦଦେଶର କରଦ ରାଜ୍ୟ କପିଳବାସ୍ତୁର ଲୁମ୍ବିନୀ ଗ୍ରାମ (ବର୍ତ୍ତମାନ ନେପାଳ ଅନ୍ତର୍ଗତ)ର ଶାଳବଣରେ ଜନ୍ମ ନେଇଥିଲେ ଏହି ଦେବ ଶିଶୁ। ତଥାଗତ ବୁଦ୍ଧଙ୍କର ପିତୃଦତ୍ତ ନାମ ଥିଲା ସିଦ୍ଧାର୍ଥ। ପିଲାଟିବେଳୁ ତାଙ୍କ ଠାରେ ଦୈ... | Newspaper | |
23 | ଇ-ପବ୍ଲିକେଶନର ଲୋକପ୍ରିୟତା ବଢୁଛି
ଭୁବନେଶ୍ୱର, (ବ୍ୟୁରୋ)— ବୈଷୟିକ ଜ୍ଞାନ କୌଶଳରେ ଉନ୍ନତି ସହ ଧୀରେ ଧୀରେ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହେଉଛି । କମ୍ ପରିଶ୍ରମରେ ହାତ ପାହାନ୍ତାରେ ସେମାନେ ସମସ୍ତ ସୁବିଧା ସୁଯୋଗ ପାଇବାକୁ ଆଗ୍ରହୀ ହେଉଛନ୍ତି । ଏହାର ଏକ ଉଦାହରଣ ଭାବେ ଇ-ପବ୍ଲିକେଶନକୁ ନିଆଯାଇପାରେ । କିଛିଦିନ ମଧ୍ୟରେ ଏହି ଇ-ପବ୍ଲିକେଶନ ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା ବେଶ୍ ଆଦ... | Newspaper | |
24 | ସ୍ନେହର ଡୋରି
ଗୋଟିଏ ସର୍କସରେ କୁକୁରଟିଏ ଖେଳ ଦେଖାଉଥାଏ। ସେ ଖାଇପିଇ ବେଶ୍ ମୋଟାସୋଟା ହୋଇଥାଏ। କିନ୍ତୁ ତା' ମନ ସରସ ନ ଥାଏ। କାରଣ ସର୍କସର ରିଂ ମାଷ୍ଟର ଥାଏ ବହୁତ କଡ଼ା ସ୍ଵଭାବର। ଖେଳ ଦେଖାଇବାରେ ଭୁଲ କଲେ ରିଂ ମାଷ୍ଟରର ମାଡ଼ ପଡୁଥାଏ। ତା' ଛଡ଼ା ରିଂ ମାଷ୍ଟର ତାକୁ ବାରମ୍ବାର ମାଡ଼ ମାରିବାର ଭୟ ଦେଖାଉଥାଏ।
ଯେଉଁଠି ସର୍କସ ଚାଲିଥାଏ, ସେ ପାଖରେ ମୋତିଟିଏ ବସୁଥାଏ। ମୋତି ସହିତ ତା' ... | Newspaper | |
25 | ଆମେରିକାରେ ବର୍ଣ୍ଣବୈଷମ୍ୟ: ‘ନିଗ୍ରୋ’ଙ୍କୁ ବିମାନରୁ ଓହ୍ଲାଇ ଦିଆଗଲା
ୱାଶିଂଟନ,୩୧୫: ଆମେରିକାରେ ଏବେ ମଧ୍ୟ ବର୍ଣ୍ଣବୈଷମ୍ୟ ଭେଦଭାବ ବଳବତ୍ତର ରହିଥିବାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ଆରିଜୋନାରୁ ନ୍ୟୁୟର୍କ ଯାଉଥିବା ଆମେରିକାନ ଏୟାରଲାଇନ୍ସର ଏକ ବିମାନରେ ୮ ଜଣ ନିଗ୍ରୋ (କୃଷ୍ଣକାୟ ବ୍ୟକ୍ତି) ଯାତ୍ରା କରୁଥିଲେ। ଏମାନେ ବିମାନର ବିଭିନ୍ନ ସ୍ଥାନରେ ବସିଥିଲେ। ଏହି ସମୟରେ ବିମାନରେ ... | Newspaper | |
26 | ଜିଲ୍ଲାସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ
ଜଗତସିଂହପୁର ସହର,୨୪/୧୨(ଇମିସ): ଜିଲ୍ଲା କୋର୍ଟ ପରିସରରେ ପ୍ରତିଷ୍ଠା ହେବାକୁ ଯାଉଥିବା ନୂଆ ଜଗତସିଂହପୁର ବୈମାପ ବିଜ୍ଞାନ ବିଭାଗ, ଖାଉଟି ବ୍ୟାପାର ଅଭିଯାନ ଓ ଗ୍ରାମୀଣ ବିକାଶ ଗୋଷ୍ଠୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି। ଖାଉଟି ବ୍ୟାପାର ଅଭିଯାନର ଶାଖା ସଭାପତି ପ୍ରସନ୍ନ କୁ... | Newspaper | |
27 | ଗୋପବନ୍ଧୁ ଦରିଦ୍ର କଲ୍ୟାଣ ସମିତିର ବନମହୋତ୍ସବ
ତାଳଚେର, ତା୮।୭ (ପିଏନଏସ): ତାଳଚେର ବ୍ଲକ, ଜନମହୁଁ ଗ୍ରାମର ଅଗ୍ରଣୀ ସେବାସେବା ଅନୁଷ୍ଠାନ ଗୋପବନ୍ଧୁ ଦରିଦ୍ର କଲ୍ୟାଣ ସମିତି ପକ୍ଷରୁ ୭୮ ତମ ବନ ମହୋତ୍ସବ ଶନିବାର ଦିନ ପାଳନ କରାଯାଇଛି । ଏହି ଅବସରରେ ଜନମହୁଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ପଡିଆରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ୍ ଭାଦବ ଚନ୍ଦ... | Newspaper | |
28 | ଶସ୍ତା ତାଳି
ଏକ ଅତି ଉଚ୍ଚ ପର୍ବତର ଖୋଲରେ ବାସ କରୁଥିଲା ଗୋଟିଏ ଇଗଲ୍। ତାର ଆକାର ଏତେ ବିଶାଲ ଥିଲା ଯେ ଅନ୍ୟ ଇଗଲ୍ମାନେ ତା ଆଗରେ ଛୁଆ ଭଳି ଦିଶୁଥିଲେ। ସେ ଯେତେବେଳେ ପକ୍ଷ ବିସ୍ତାର କରି ଉଡୁଥିଲା ସେତିକି ବେଳେ ତାର ଡେଣାର ଛାଇ ମାଟି ଉପରେ ପଡୁଥିଲା ଏବଂ କ୍ଷଣିକ ଲାଗି ସୂର୍ଯ୍ୟ ବି ତାର ଡେଣା ପଛରେ ଲୁଚି ଯାଉଥିଲେ। ସେ କିନ୍ତୁ ଏଥି ନେଇ ଭାରି ସତର୍କ ଥିଲା। ତା ମନରେ ଏଥି ଲାଗି ଗର୍... | Newspaper | |
29 | ମନରେଗା କାର୍ଯ୍ୟ ମନ୍ଥରକୁ ଅର୍ଥ ବିଭାଗର ତାଗିଦ
ଭୁବନେଶ୍ୱର, ତା ୨୧/୯ (ପିଏନଏସ): ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟ ମନରେଗା ଜରିଆରେ କରାଯିବା ଲାଗି ନିର୍ଦ୍ଦେଶ ରହିଛି । ମନରେଗାରେ ବିଭିନ୍ନ ବିଭାଗର ୨୨୨ ପ୍ରକାର କାର୍ଯ୍ୟକୁ ଅନୁମତି ମିଳିଛି । ସଂପୃକ୍ତ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅନୁଯାୟୀ ଖସଡ଼ା ଦିଆଯିବା ସହିତ ବଜେଟ ଅନୁଦାନ ହେଉଛି । କିନ୍ତୁ ବା... | Newspaper | |
30 | ମଲାଗୁଣୀ ବିଜୁ ସେତୁ ନିର୍ମାଣ ହେବ କେବେ ?
ଖୋର୍ଦ୍ଧା, ୧୨/୧୦(ନି.ପ୍ର): ବିଜୁ ସେତୁ ଯୋଜନାରେ ଗୋଲବାଇଠାରୁ ତାଳପଡ଼ା ଯିବା ପାଇଁ ମଲାଗୁଣୀ ନଦୀରେ କରାଯାଉଥିବା ପୋଲ ନିର୍ମାଣରେ ଅହେତୁକ ବିଳମ୍ବ ଦେଖାଦେଇଛି । ଭିତ୍ତିପ୍ରସ୍ତର ସ୍ଥାପନର ୫ ବର୍ଷ ବିତିଥିଲେ ମଧ୍ୟ କାମ ଅଧାହୋଇନାହିଁ । ଏ ପର୍ଯ୍ୟନ୍ତ ପୋଲ ପାଇଁ ନଦୀରେ ହେଉଥିବା ଖୁଣ୍ଟ (ପିଲର) ସମ୍ପୂର୍ଣ୍ଣ ହୋଇନାହିଁ ।
ଗୋଲବାଇ ଶାସନ ଗ୍ର... | Newspaper | |
31 | ଖୋର୍ଦ୍ଧା ଜିଲ୍ଲା ଖତ ଗାଡ଼ ନିର୍ମାଣରେ ପଛୁଆ
ଖୋର୍ଦ୍ଧା, ତା ୨୩/୯(ପିଏନଏସ): ଖୋର୍ଦ୍ଧା ଜିଲ୍ଲାରେ ସ୍ୱଚ୍ଛ ଭାରତ ସମ୍ମୁଖରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଖତ ଗାଡ଼ିଆ (କମ୍ପୋଷ୍ଟ ପିଟ୍ ଓ ଶୋକପିଟ୍) ନିର୍ମାଣରେ ଖୋର୍ଦ୍ଧା ଜିଲ୍ଲା ବହୁ ପଛରେ ଅଛି । ଜିଲ୍ଲା ପ୍ରଶାସନର ତଥ୍ୟ କହୁଛି ସ୍ୱଚ୍ଛ ଭାରତ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ପଞ୍ଚାୟତ ୱାରି ଗାଁ ଚିହ୍ନଟ କରାଯ... | Newspaper | |
32 | ଜିଲ୍ଲାରେ ଅଧାରୁ ଅଧିକ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ
ଖୋର୍ଦ୍ଧା, ୨/୧୧(ନି.ପ୍ର): ଶିଶୁଙ୍କ ପୁଷ୍ଟି ସାଧନ, ପ୍ରାକବିଦ୍ୟାଳୟ ଶିକ୍ଷା, ଗର୍ଭବତୀ ଓ ପ୍ରସୂତୀଙ୍କ ଯତ୍ନ ସହ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ଆଦି ଗଠନ କାର୍ଯ୍ୟ ଆଦି ଅଙ୍ଗନବାଡ଼ି କର୍ମୀଙ୍କ ଉପରେ ନ୍ୟସ୍ତ । ଏସବୁ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା ପାଇଁ ଅଙ୍ଗନବାଡ଼ି ଗୃହର ଆବଶ... | Newspaper | |
33 | ଧରିତ୍ରୀ DHARITRI ଭୁବନେଶ୍ୱର, ସୋମବାର, ମାର୍ଚ୍ଚ ୧୧/୨୦୨୪
କାଳିଆ କୃଷି କଲେ ଉନ୍ନତ ସକଳ ଉନ୍ନତି
କାଳିଆ ସହାୟତା-ଖରିଫ ୨୦୨୪
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ହସ୍ତାନ୍ତର ୧୧ ମାର୍ଚ୍ଚ ୨୦୨୪
"ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଖରିଫ ପସଲ ପାଇଁ ଏ ବର୍ଷର ‘କାଳିଆ’ ସହାୟତା ମିଳୁଥିବାରୁ ମୁଁ ବହୁତ ଖୁସି ।" — ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ... | Newspaper | |
34 | ଧରିତ୍ରୀ DHARITRI ଭୁବନେଶ୍ୱର, ଶନିବାର, ଅକ୍ଟୋବର ୯/୨୦୨୧
ଓଡ଼ିଶା ସରକାର ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା
ଦେବଗଡ଼ ଜିଲ୍ଲା
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ସ୍ମାର୍ଟ କାର୍ଡ ବଣ୍ଟନ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ
୯ ଅକ୍ଟୋବର ୨୦୨୧
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଶୁଭାରମ୍ଭ
ଓଡ଼ିଶା ସରକା... | Newspaper | |
35 | ପ୍ରମେୟ THE PRAMEYA ୧ ଜୁଲାଇ ୨୦୨୫ | ମଙ୍ଗଳବାର
ଧର୍ମଧାରା ନିଶା
ଆଜିର ସମୟରେ ପ୍ରାୟ ଅଧିକାଂଶ ମଣିଷ ତଥା ଯୁବବର୍ଗ ନିଶାଗ୍ରସ୍ତ ଅଟନ୍ତି । ସେମାନଙ୍କ ମଧ୍ୟରୁ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ନିଶାକୁ ନୁହେଁ, ସେପରି ନିଶା ସେମାନଙ୍କୁ ପାନ କରିଛି ବୋଲି ଅନୁଭବ ହୁଏ । ନିଶା ଦ୍ରବ୍ୟର ନିକଟତର ହେବା ନିମନ୍ତେ ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଦୁଶ୍ଚିନ୍ତା, ସଂଘର୍ଷମୟ ଜୀବନ,... | Newspaper | |
36 | ଓଡ଼ିଶାର ବ୍ୟଙ୍ଗ ଚିତ୍ରଶିଳ୍ପୀ (୨) ହସନ୍ତ ମୃଣାଳ
ସମ୍ଭବତଃ ସୁଧାଂଶୁ ଦେଓ (ଜନ୍ମ: ୧୨ ଫେବ୍ରୁଆରି ୧୯୫୪) ଓଡ଼ିଆ ଗଣମାଧ୍ୟମରେ ପ୍ରଥମ ବିଧିବଦ୍ଧ ଭାବେ ନିଯୁକ୍ତି ପ୍ରାପ୍ତ ବ୍ୟଙ୍ଗ ଚିତ୍ରଶିଳ୍ପୀ । ଅନୁଗୁଳ ଜିଲ୍ଲାର କାହାଲ ବୋଲି ଏକ ଛୋଟ ଗାଁରେ ତାଙ୍କ ଜନ୍ମ । ଶିକ୍ଷା: ସ୍ନାତକ । ଖଲ୍ଲିକୋଟ ସ୍କୁଲ୍ରୁ (ବର୍ତ୍ତମାନ ଏହା ବି କେ ଆର୍ଟ କଲେଜ) ସେ ଚିତ୍ରକଳା ଶିକ୍ଷା କରିଥିଲେ । ହେଲେ ସେ... | Newspaper | |
37 | ୪
ବୁଲେଟ୍ ସୁଖ
ଅଶୋକ କୁମାର ପୂଜାହାରୀ
'ଆପଣଙ୍କୁ ଇ ସଁପୁର ଆଉ ସୁରୁ ଫିଟଫଟି ନାଇଁ ପବାର ଆଜ୍ଞା ! କେଭେଁ ସିନେ କମିଟିର ଦରଖ୍ତା ଆରୁ ଟ୍ୟୁସନର ପଏସା ମିଶାଲେଁ ସଲେ ନାଇଁ ପୁରୁଆଇଁ । ଇଛେନ ତ ସବୁ ବନ୍ତି ବନ୍ଲା ନ.. ବୁଲେଟ୍ ବୁଲେଟ୍ଟେ ଆନୁନ ଏକେର !' ପ୍ରଧାନ ବାବୁ ଖେଡ଼୍ଖେଡ଼ି ସ୍କୁଟିକୁ ଷ୍ଟେଣ୍ଡ ଦେଇକରି ବାରଣ୍ଡାକେ ଚଢ଼ୁଥିଲା ବେଲକେ ଡେବିରି ହାତେଁ ହାଜିରା ଖାତା ଆଉ ଭୁଜନି ହା... | Newspaper | |
38 | ହୀରାର ମୂଲ୍ୟ
ଗୁରୁଙ୍କ ଶିଷ୍ୟମାନେ ପଚାରିଲେ- ଆପଣ ଜାଣିଥିବା ଜଣେ ସର୍ବଶ୍ରେଷ୍ଠ ବୈରାଗୀଙ୍କ ବିଷୟରେ କିଛି କହନ୍ତୁ । ଗୁରୁ କହିଲେ- ସେ ଜଣେ କାଠ କଟାଳି । ଏବେ ତାଙ୍କ ବିଷୟରେ ଶୁଣ । ସେ ପ୍ରତି ଦିନ ଜଙ୍ଗଲକୁ କାଠ କାଟିବା ଲାଗି ଯାଆନ୍ତି ଓ ବଜାରରେ ବିକ୍ରି କରି କୌଣସିମତେ ପରିବାର ସହିତ ଚଳି ଯାଆନ୍ତି । ଦିନେ ସେ ନଦୀକୁ ଗାଧୋଇ ଯାଉଥିବା ବେଳେ ଗୋଟିଏ ଚକମକ କରୁଥିବା ଛୋଟ ପଥର ପାଇଲେ ।... | Newspaper | |
39 | କବି ବିଦ୍ୟୁତ୍ପ୍ରଭା ଦେବୀ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର
କଟକ, ୧୧/୧ (ଏନ୍ଏନ୍ଏସ୍): ସାହିତ୍ୟ ଅକାଦେମି ଓ ଉତ୍କଳ ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ କବି ବିଦ୍ୟୁତ୍ପ୍ରଭା ଦେବୀ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଶତାବ୍ଦୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଗୌରହରି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଅଧିବେଶନରେ ବିଶିଷ୍ଟ ଲେଖ... | Newspaper | |
40 | ସେ ଯଦି ଶଙ୍ଖ ଫୁଙ୍କନ୍ତି...
ଗୋଡରେ ଆଉ ଚାଲିବାକୁ ବଳ ନାହିଁ । ତଥାପି ପ୍ରଚାରକୁ ଗଲେ । ହାତ ବି ଗଲରେ ଉଠାର ହେଉନି । ତଥାପି ହାତ ହଲାଇ ଅଭିବାଦନ କଲେ । କ୍ଷମତା ପାଇଁ ବି ଆଜି ସେମିତି ମୋହ ନାହିଁ । ୧୯୯୭ରୁ ୨୦୨୪ । ସମାନ ୨୭ ବର୍ଷ ଖାଲି ପାୱାର ହିଁ ପାୱାର । ରାଜନୀତିର ସବୁ କ୍ଷମତାର ସୁଆଦ ସେ ଚାଖିଛନ୍ତି । କେନ୍ଦ୍ରମନ୍ତ୍ରୀରୁ ମୁଖ୍ୟମନ୍ତ୍ରୀ ଯାଏଁ, ସବୁ ପାଦ ସାରିଛନ୍ତି । ବୋଧହୁଏ... | Newspaper | |
41 | ସହରାଞ୍ଚଳ ରୂପାନ୍ତରଣ ଓଡ଼ିଶା
ଅର୍ନ୍ତଜାତୀୟ କନ୍କ୍ଲେଭ୍ ବିକେନ୍ଦ୍ରିତ | ବ୍ୟାପକ | ଗୋଷ୍ଠୀକେନ୍ଦ୍ରିକ ୧୮ ରୁ ୨୦ ଜାନୁଆରୀ ୨୦୨୪ | ଭୁବନେଶ୍ୱର ୫T ଅନ୍ତର୍ଗତ ଏକ ପଦକ୍ଷେପ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ତ୍ଚୁଆଲ ମୋଡରେ ଶୁଭ ଉଦ୍ଘାଟନ ୧୮ ଜାନୁଆରୀ ୨୦୨୪, ପୂର୍ବାହ୍ନ ୧୧ ଘଟିକା
ଓଡ଼ିଶା ଅର୍ବାନ ଏକାଡେମୀ ଉତ୍ସର୍ଗ
ଓଡ଼ିଶା ସହରାଞ୍ଚଳ ପରିମଳ ନୀ... | Newspaper | |
42 | ନନ୍ଦନକାନନରେ ଗୟଳ ଶାବକ ଜନ୍ମ
ବାରଙ୍ଗ, ୪/୨ (ଆପ୍ର): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪୨ ନଂ ଖୁଆଡ଼ରେ ରହୁଥିବା ଏକ ଗୟଳ ବୁଧବାର ଏକ ଶାବକ ଜନ୍ମ ଦେଇଛି । ଉଭୟ ମା’ ଓ ଶାବକ ସୁସ୍ଥ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଶାବକ ଜନ୍ମ ହେବା ପରେ ପ୍ରାଣୀ ଉଦ୍ୟାନରେ ଗୟଳ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ସେଥିରେ ୩ଟି ଅଣ୍ଡିରା, ୩ଟି ମାଈ ଓ ଦୁଇ ଶାବକଙ୍କ ଲିଙ୍ଗ ନିରୂପଣ ହୋଇ... | Newspaper | |
43 | ସକାଳ THE SAKALA Bhubaneswar - 29 Dec 2025 - Page 5
ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରେ ‘ଗ୍ରାଜୁଏସନ୍ ଡେ’
ହଂସପାଳ, ୨୮।୧୨(ସମିସ): ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏମ୍ବିଏ ୨୦୨୩-୨୫ ବ୍ୟାଚ୍ର ଗ୍ରାଜୁଏସନ୍ ଡେ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିପିୟୁଟିର ଭାଇସ ଚାନ୍ସେଲର ପ୍ରଫେସର ଅମିୟ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନ ସମ୍ପାଦକ ଡଃ ବଙ୍... | Newspaper | |
44 | ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ
ବାଲିଅନ୍ତା, ୧।୪(ନି.ପ୍ର): ବାଲିଅନ୍ତା ବ୍ଲକ ଅଞ୍ଚଳରେ ୮୯ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ବାଲିଅନ୍ତା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ଉନ୍ନୟନ ଅଧିକାରୀ ପବିତ୍ର କୁମାର ସାମଲ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ଫକିରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିପରି ହଂସପାଳସ୍ଥିତ ଗ୍ଲୋବାଲ ଇନଷ୍ଟି... | Newspaper | |
45 | ମଣିଷ କୁ ଦିନେ ପଚରା ଗଲା ଏତେ ପାପ କାହିଁକି କରୁଛୁ ସେ ପାପ କରି ତୁ କେମିତି ଖୁସିରେ ବଞ୍ଚିବୁ ମଣିଷ ଉତ୍ତର ଦେଲା ମୁଁ ପାପକୁ ସବୁ ଗଙ୍ଗା ରେ ବୁଡ଼ ପକେଇ ସବୁ ପାପକୁ ଧୋଇ ଦେଇ ଆସୁଛି, ଗଙ୍ଗା କୁ ପଚରା ଗଲା ତୁ ଏତେ ପାପ ନେଇ କଣ କରୁଛୁ ଗଙ୍ଗା କହିଲା ମୁଁ ସବୁ ପାପ ନେଇ ସମୁଦ୍ର ରେ ମିଶେଇ ଦଉଚି, ସମୁଦ୍ର କୁ ପଚରା ଗଲା ତୁ ସବୁ ପାପ ନେଇ କଣ କରୁଛୁ ସମୁଦ୍ର କହିଲା ମୁଁ କାହାର କିଛି ରଖେ... | Digital | |
46 | ପଖାଳ
ନିଦାଘ ଜ୍ଵାଳାରେ ଶୀତଳତା ଭରେ କେମିତି ଯିବି ମୁଁ ଭୁଲି ଓଡ଼ିଆ ଜାତିର ମାଆ ଦୁଧ ସିଏ କେମିତି ଯିବି ମୁଁ ଭୁଲି?
କଳିଙ୍ଗର ବୀର ପାଇକ ତା'ବଳେ କରିଥିଲେ ଦେଶ ଜୟ ଏତେ ଶରଧାରେ ଜଗନ୍ନାଥ ଖାଏ କେମିତି ଯିବି ମୁଁ ଭୁଲି?
ସୁନାର ଫସଲ ପାଇଁ ଚଷାରାର ଖରାବରଷାରେ ଯୁଝେ ଶ୍ରମଭାରକୁ ସେ ଲାଘବ କରାଏ କେମିତି ଯିବି ମୁଁ ଭୁଲି?
ସରଳତା ପାଇଁ ଓଡ଼ିଆ ଜାତି ଯା' ଆଦୃତ ଜଗତରେ ସେ ସରଳତା ତାକୁ ଶିଖେଇ... | Digital | |
47 | ବିଶ୍ଵ ଦର୍ଶନ ଦିବସ । ଆସନ୍ତୁ ମାନବିକତା ଉପରେ ଦାର୍ଶନିକ ପ୍ରତିଫଳନର ଗୁରୁତ୍ୱକୁ ପାଳନ କରିବା । | Digital | |
48 | ( ୭ ) ଚଣ୍ଡୀପାଠ ନିୟମଃ ।
ଏକୋତ୍ତରାଭିବୃଦ୍ଧ୍ୟା ତୁ ନବମୀ ଯାବଦେବ ହି । ଚଣ୍ଡୀପାଠଂ ଜପେଚ୍ଚୈବ ଜାପୟେଦବା ବିଧାନତଃ ॥ ୟଦାଦ୍ୟ ଦିବସେ କୁର୍ଯ୍ୟାଚ୍ଛକ୍ତି କାପ୍ୟୂ ଜନାଦିକମ୍ । ଦ୍ଵିଗୁଣଂ ତଦ୍ଵିତୀୟେଽହ୍ନି ତ୍ରିଗୁଣଂ ତତ୍ପରେଽହନି ॥ ନବମୀତିଥ୍ୟପର୍ଯ୍ୟନ୍ତଂ ବୃଦ୍ଧ୍ୟା ପୂଜାଜପାଦିକମ୍ ॥
ଚଣ୍ଡୀପାଠ କ୍ରମଃ । ଅର୍ଗଳଂ କୀଳକଂ ଚାଦୌ ପଠିତ୍ଵା କବଚଂ ପଠେତ୍ । ଜପେତ୍ ସପ୍ତଶତୀଂ ପଶ୍ଚାତ୍ କ୍ରମ... | Digital | |
49 | କିଛି ସ୍ଥାୟୀ ନୁହେଁ ! ନିଜକୁ ଅଧିକ ଚାପରେ ରଖନ୍ତୁ ନାହିଁ, କାରଣ ପରିସ୍ଥିତି ଯେତେ ଖରାପ ହେଲେ ମଧ୍ୟ ଏହା ବଦଳିଯିବ !! | Digital | |
50 | ଆତ୍ମବିଶ୍ୱାସ
ସେମାନେ ମୋତେ ପସନ୍ଦ କରିବେ ଏହା ଆତ୍ମବିଶ୍ୱାସ ନୁହେଁ ସେମାନେ ପସନ୍ଦ ନ କଲେ ବି ମୁଁ ଠିକ ରେ ଅଛି ଏହା ହେଲା ଆତ୍ମବିଶ୍ୱାସ
@inspireodra | Digital | |
51 | ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁ, ବଞ୍ଚି ରହେ ବ୍ୟବହାରରୁ, ଅନୁଭବ ହୁଏ ଯନ୍ତ୍ରଣାରୁ, ଅନୁଭୂତି ରହେ ହୃଦୟରୁ, ଫିକା ପଡିଯାଏ ଅବହେଳାରୁ ଆଉ ଭାଙ୍ଗିଯାଏ ଛୋଟିଆ ଭୁଲ୍ ବୁଝାମଣାରୁ।
— Kailash , K K | Digital | |
52 | ଯାହାର ଭଗବାନଙ୍କ ଉପରେ ଭରଷା ଓ ନିଜ ଉପରେ ବିଶ୍ୱାସ ଅଛି ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରିବ ନାହିଁ । | Digital | |
53 | ପାପ ବୁଝେ ନାହିଁ ପୁଣ୍ୟର ମହତ୍ତ୍ଵ ମିଛ ବୁଝେନାହିଁ ସତ ସ୍ୱାର୍ଥ ବୁଝେ ନାହିଁ ତ୍ୟାଗର ମହତ୍ତ୍ଵ କ୍ରୋଧ ବୁଝେନାହିଁ ଶାନ୍ତି ବଢୁଛି ଅଧର୍ମ ବିତ୍ତ ଜାଣିଶୁଣି ସର୍ବେ ମୃତ୍ୟୁକୁ ଡାକନ୍ତି ନିଜେ ଖୋଳି ନିଜ ଗାତ !!
Odia Motivation 0.9 | Digital | |
54 | ପ୍ରତ୍ୟେକ ଛୋଟ ପରିବର୍ତ୍ତନ ବଡ ସଫଳତାର କାରଣ ହୋଇଥାଏ ।
ଓଡ଼ିଆସାୟରୀ.କମ୍ | Digital | |
55 | କାହାକୁ କ୍ଷୁଦ୍ର ମନେକରିବା ଉଚିତ୍ ନୁହେଁ, କାହିଁକିନା ... ଏକ କ୍ଷୁଦ୍ର ଛିଦ୍ର ପୁରା ଜାହାଜକୁ ବୁଡ଼େଇ ଦେଇଥାଏ । | Digital | |
56 | ନୂଆ ନୂଆ ଲେଖା ପଢ଼ିବା ପାଇଁ ଆମ ଫେସବୁକ୍ ପେଜ୍ କୁ ଫଲୋ କରନ୍ତୁ Odia Motivation 0.9
ଜୀବନ ଏମିତି ସତରେ ଏ ମଣିଷ ଜୀବନ ବଡ଼ ଅଜବ ସୁଖରେ ଥିବାବେଳେ ବିତିଯାଇଥିବା ଦୁଃଖର ଦିନକୁ ମନେ ପକେଇ ହସିଥାଏ ଆଉ ଦୁଃଖ ରେ ଥିବାବେଳେ ବିତାଇଥିବା ସୁଖର ଦିନକୁ ମନେ ପକେଇ କାନ୍ଦିଥାଏ ।। Odia Motivation 0.9 | Digital | |
57 | ନୂଆ ନୂଆ ଲେଖା ପଢ଼ିବା ପାଇଁ ଆମ ଫେସବୁକ୍ ପେଜ୍ କୁ ଫଲୋ କରନ୍ତୁ ଜୀବନ ଏମିତି ସତରେ ଏ ମଣିଷ ଜୀବନ ବଡ଼ ଅଜବ ସୁଖରେ ଥିବାବେଳେ ବିତିଯାଇଥିବା ଦୁଃଖର ଦିନକୁ ମନେ ପକେଇ ହସିଥାଏ ଆଉ ଦୁଃଖ ରେ ଥିବାବେଳେ ବିତାଇଥିବା ସୁଖର ଦିନକୁ ମନେ ପକେଇ କାନ୍ଦିଥାଏ ।।
ଓଡ଼ିଆ ରଚନା ଉଚ୍ଚ ସ୍ତରୀୟ ରଚନାର ଅପୂର୍ବ ସଂଗ୍ରହ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଏବଂ ସମସ୍ତ ପରୀକ୍ଷା ପାଇଁ ଉପଯୋଗୀ | Digital | |
58 | ନୂଆ ନୂଆ ଲେଖା ପଢ଼ିବା ପାଇଁ ଆମ ଫେସବୁକ୍ ପେଜ୍ କୁ ଫଲୋ କରନ୍ତୁ ଜୀବନ ଏମିତି ସତରେ ଏ ମଣିଷ ଜୀବନ ବଡ଼ ଅଜବ ସୁଖରେ ଥିବାବେଳେ ବିତିଯାଇଥିବା ଦୁଃଖର ଦିନକୁ ମନେ ପକେଇ ହସିଥାଏ ଆଉ ଦୁଃଖ ରେ ଥିବାବେଳେ ବିତାଇଥିବା ସୁଖର ଦିନକୁ ମନେ ପକେଇ କାନ୍ଦିଥାଏ ।।
ଓଡ଼ିଆ ରଚନା ଉଚ୍ଚ ସ୍ତରୀୟ ରଚନାର ଅପୂର୍ବ ସଂଗ୍ରହ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଏବଂ ସମସ୍ତ ପରୀକ୍ଷା ପାଇଁ ଉପଯୋଗୀ
ମୋ ସ୍ବପ୍ନର ଓଡ... | Digital | |
59 | ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ କିନ୍ତୁ କେବେବି ଗର୍ବ କରନ୍ତୁ ନାହିଁ । କାରଣ ଗୋଟିଏ ବୃକ୍ଷରେ ଲକ୍ଷ୍ୟ ଲକ୍ଷ୍ୟ ଦିଆସିଲି ତିଆରି କରାଯାଏ କିନ୍ତୁ ଗୋଟିଏ ଦିଆସିଲି କାଠିରେ ଲକ୍ଷ୍ୟ ଲକ୍ଷ୍ୟ ବୃକ୍ଷକୁ ଜାଳିବାର କ୍ଷମତା ରହିଛି ।
Odia Motivation 0.9 | Digital | |
60 | ଅନୁଚିନ୍ତା
ଜୀବନରେ ପାଦ ଖୁବ୍ ସାବଧାନତାର ସହିତ ପକାଅ, କାରଣ ବହୁତ ଲୋକ ଅପେକ୍ଷା କରିଅଛନ୍ତି କେବଳ ତୁମର ଗୋଟିଏ ଭୁଲ ଧରିବା ପାଇଁ।
Sk Present | Digital | |
61 | ଓଡ଼ିଆ WEB
“ସମୟ” ଅନ୍ୟକୁ ସାହାଯ୍ୟ କରିବାକୁ କାହାର ନଥାଏ କିନ୍ତୁ ଅନ୍ୟମାନଙ୍କର କାର୍ଯ୍ୟରେ ବାଧା ସୃଷ୍ଟି କରିବାର ସମସ୍ତଙ୍କର ଥାଏ ଦୁନିଆରେ କିଛି ବି ଶୀଘ୍ର ପରିବର୍ତ୍ତନ ହୁଏ ନାହିଁ ଯେତେ ଶୀଘ୍ର ଜଣେ ବ୍ୟକ୍ତିର ଉଦ୍ଦେଶ୍ୟ ଏବଂ ମନୋଭାବ ବଦଳିଯାଏ ।
An OdiaWeb.IN Presentation Follow OdiaWeb For More | Digital | |
62 | ଜୟ ମାଁ ମହାଲକ୍ଷ୍ମୀ ହୋଟେଲ ଏଠାରେ ଟିଫିନ୍ ଓ ମିଠା ସାମଗ୍ରୀ ମିଳେ । ମେନ୍ରୋଡ୍, ସାପସିଲେଟ୍ (ଓଡ଼ିଶା) ପ୍ରୋ: ଆକାଶ ଯୋଗାଯୋଗ: ୦୧୨୩୪୫୬୭୮୯ | Digital | |
63 | ଓଡ଼ିଶାରେ ହେବ ନୂତନ ଉର୍ଜାର ସଞ୍ଚାର
କଟକ ଏବଂ ଭୁବନେଶ୍ୱର ସହର ଜମାୟ ବିତରଣ (CGD) ପ୍ରକଳ୍ପର ଶୁଭାରମ୍ଭ ଏବଂ ଗେଲ୍ (ଇଣ୍ଡିଆ) ଲିମିଟେଡ୍ ର ଓଡ଼ିଶା ଅଫିସ୍, ଭୁବନେଶ୍ୱରର ଶୁଭ ଉଦ୍ଘାଟନ
ମୁଖ୍ୟ ଅତିଥି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ (ପ୍ରାକୃତିକ ଗ୍ୟାସ) ଦକ୍ଷତା ବିକାଶ ଏବଂ ଉଦ୍ୟୋଗିତା ମନ୍ତ୍ରୀ, ଭାରତ ସରକାର
ପ୍ରକଳ୍ପ ଉଦ୍ଘାଟନ ୧୮ ମାର୍ଚ୍ଚ ୨୦୧୭, ସମୟ... | Digital | |
64 | ଧରିତ୍ରୀ DHARITRI
ନିଯୁକ୍ତି ପର୍ବ
ରାଜ୍ୟ ଡାକ୍ତରୀ ଓ ସ୍ବାସ୍ଥ୍ୟସେବା (OMHS) କ୍ୟାଡରରେ ୧୨୦୫ ଡାକ୍ତରଙ୍କ ନୂଆ ନିଯୁକ୍ତି
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶୁଭାରମ୍ଭ
୬ ଜୁନ୍ ୨୦୨୩ କଳିଙ୍ଗ ଷ୍ଟାଡିୟମ୍, ଭୁବନେଶ୍ୱର
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ | Digital | |
65 | ବନ ମହୋତ୍ସବ ସପ୍ତାହ
ସବୁଜିମା କୋଳରେ ହସୁଛି ଖେଳୁରେ
ମା ପାଇଁ ଗଛ ଟିଏ
ଝାଣ୍ଡଲିଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ବ୍ଲକ୍ - ଅସ୍ତରଙ୍ଗ, ଜିଲ୍ଲା - ପୁରୀ | Digital | |
66 | ରଜ ପର୍ବ ଉପଲକ୍ଷେ ରିମ୍ ଝିମ୍ ରେକର୍ଡ଼ ଡ୍ୟାନ୍ସ ଧମାକା
ଆଚାର୍ଯ୍ୟ ବିହାର, ଭୁବନେଶ୍ୱର, ଖୋର୍ଦ୍ଧା ତା. ୧୬.୦୬.୨୦୨୩
ପ୍ରଥମ ପୁରସ୍କାର : ଟ. ୩୦୫୧ ଙ୍କା
ଦ୍ଵିତୀୟ ପୁରସ୍କାର : ଟ. ୨୦୫୧ ଙ୍କା
ତୃତୀୟ ପୁରସ୍କାର : ଟ. ୧୫୫୧ ଙ୍କା | Digital | |
67 | ଗ୍ରାହକ ସେବା କେନ୍ଦ୍ର
ଜନଧନ ଏକାଉଣ୍ଟ ଓପନିଙ୍ଗ
ଟଙ୍କା ଜମା, ଟଙ୍କା ଉଠାଣ (ସମସ୍ତ ବ୍ୟାଙ୍କରୁ)
ମନି ଟ୍ରାନ୍ସଫର
ATM / AEPS ଟ୍ରାଞ୍ଜାକସନ୍
ପ୍ରଧାନମନ୍ତ୍ରୀ ସାମାଜିକ ସୁରକ୍ଷା ବୀମା ଯୋଜନା
ଜେରକ୍ସ, ଲାମିନେସନ୍, ପାସପୋର୍ଟ ଫଟୋ
ଇନ୍କମ୍, କାଷ୍ଟ, ସାର୍ଟିଫିକେଟ୍
ଅନ୍ଲାଇନ୍ ଏପ୍ଲାଏ
ପ୍ୟାନ୍ କାର୍ଡ
PLI/RPLI | Digital | |
68 | ଗ୍ରାହକ ସେବା କେନ୍ଦ୍ର
ସଞ୍ଚୟ ଖାତା ଖୋଲାହେବ
ଟଙ୍କା ଜମା ଓ ଉଠାଣ
ଖାତାର ମିନି ବିବରଣୀ
ଅଟଳ ପେନସନ୍ ଯୋଜନା
ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା
ସୁନା ଋଣ
ମାଇକ୍ରୋ ଏ.ଟି.ଏମ୍. ବ୍ୟବହାରର ସୁବିଧା ଏଠାରେ ଅଛି | Digital | |
69 | ପିତୃ ପକ୍ଷ। ଆପଣଙ୍କର ପୂର୍ବଜମାନେ ସର୍ବଦା ଆପଣଙ୍କର ପରିବାରର ଯତ୍ନ ନିଅନ୍ତୁ ଏବଂ ଆପଣଙ୍କ ଖୁସି ଦେଖି ସେମାନଙ୍କୁ ଶାନ୍ତି ପ୍ରାପ୍ତ ହେଉ। | Digital | |
70 | ବ୍ୟୁରୋ ଉଚ୍ଚ ମାଧ୍ୟମିକ (+୨) ପୃଥିବୀ ଇତିହାସ
ଲେଖକ ମଣ୍ଡଳୀ
ପ୍ରଫେସର ପ୍ରାଚୀ ଆଚାର୍ଯ୍ୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର
ଡକ୍ଟର ଫଣୀନ୍ଦ୍ର ଦେଓ ଅବସରପ୍ରାପ୍ତ ଅଧ୍ୟକ୍ଷ, ଜାତୀୟ ମହାବିଦ୍ୟାଳୟ, ନୂଆପଡ଼ା
ଡକ୍ଟର ଲକ୍ଷ୍ମୀକାନ୍ତ ମିଶ୍ର ପ୍ରାଧ୍ୟାପକ, ରେଭେନ୍ସା ବିଶ୍ଵବିଦ୍ୟାଳୟ, କଟକ
ଡକ୍ଟର (ଶ୍ରୀମତୀ) ସଞ୍ଜିତା ତ୍ରିପାଠୀ ପ୍ରାଧ୍ୟାପିକା, ରାଜଧାନୀ ମହାବିଦ୍ୟାଳୟ, ଭୁବନେଶ୍... | Book | |
71 | ଶକୁନ୍ତଳା
ଏକ ଘଞ୍ଚଅରଣ୍ୟ ଥିଲା। ସେଥିରେ ଥିଲା ବଡ଼ବଡ଼ ବରଗଛ ଧାଡ଼ିକିଧାଡ଼ି ତାଳ ତମାଳ, ପାହାଡ଼ ପର୍ବତ, ଆଉ ଥିଲା ଛୋଟନଦୀ ମାଳିନୀ।
ମାଳିନୀର ପାଣି ବଡ଼ ସ୍ଥିର - ଠିକ୍ ଆଇନା ଭଳି। ତହିଁରେ ଗଛର ଛାଇ,ନୀଳ ଆକାଶର ଛାଇ, ମେଘର ଛାଇ - ସବୁ ଦେଖାଯାଉଥିଲା। ଆଉ ଦେଖାଯାଉଥିଲା ଗଛତଳେ ଥିବା କେତେଗୁଡ଼ିଏ କୁଡ଼ିଆ ଘରର ଛାଇ।
ନଦୀକୂଳରେ ଯେଉଁ ଘଞ୍ଚ ବଣ ଥିଲା, ସେଥିରେ ଅନେକ ଜୀବଜନ୍ତୁ ଥିଲେ। କେ... | Book | |
72 | ହିତୋପଦେଶ ନୈତିକ କାହାଣୀ
ହିତୋପଦେଶ ଅନେକ ହଜାର ବର୍ଷ ପୂର୍ବରୁ ନାରାୟଣ ପଣ୍ଡିତଙ୍କ ଦ୍ଵାରା ଲିଖିତ ଅସାଧାରଣ କାହାଣୀଗୁଡ଼ିକର ସଂଗ୍ରହ ଅଟେ ଯାହା ନୈତିକତା ଏବଂ ଜ୍ଞାନର ଅମୂଲ୍ୟ ଭଣ୍ଡାର ଅଟେ ଏବଂ ଏହି କାହାଣୀଗୁଡ଼ିକୁ ପଞ୍ଚତନ୍ତ୍ର କାହାଣୀ ସହିତ ମଧ୍ୟ ତୁଳନା କରାଯାଇପାରିବ । ହିତୋପଦେଶର କାହାଣୀଗୁଡ଼ିକରେ ପଶୁପକ୍ଷୀ ହେଉଛନ୍ତି ମୁଖ୍ୟ ଚରିତ୍ର । ‘ହିତୋପଦେଶ’ ଶବ୍ଦ ଦୁଇଟି ଶବ୍ଦ ‘ହିତ’ ... | Book | |
73 | ବନ୍ଧୁର ବିଳାପ
୧
କାନ୍ଦଇ ସମ୍ବଲ ପୁର, କାନ୍ଦେ ମହାନଦୀ । ଚାହୁଁଛନ୍ତି ନରନାରୀ ଘୋଷେ ନରବଧି । ଛୁଟଇ ପ୍ରଚଣ୍ଡ ରଡ଼ି, ଦଶଇ ଅନ୍ଧାର । ସରୁଛି ମଧୁରେ ପଶି, କାନର କୁଠାର । ଜଳନ୍ତେ ସୁମନ ଗନ୍ଧ ପ୍ରାଣରୁ ଦଶମ । ପାରିବ ନିଆରେ ହୁଏ ଦାବାନଳ ଭ୍ରମ । ବହଇ ଶୀତଳ ବାୟୁ ଶୁଣାଏ ଶୋଷିତ । କେ କହି ପାରିବ କଥା ଏବି ବିପରୀତ ॥ ବନ୍ଧୁ ଏବେ ଧାର ଦେଇ ବଳକୁ ସଜାଡ଼ । ହୀନ ସଙ୍ଗେ ରକ୍ତ କଲୁ ଦେଇଣ ଅଝାଡ... | Book | |
74 | ପବିତ୍ର ପାପ
ପ୍ରୀତମର ଶ୍ରାବଣୀ ସହ ବାହାଘର ସରିଛି । ଆଜି ତା’ର ରିସେପସନ୍ । ଦୁଇ ପରିବାର ରୁହନ୍ତି ଦିଲ୍ଲୀରେ । ପ୍ରୀତମଙ୍କ ପରିବାର ସାଉଥ୍ ଦିଲ୍ଲୀର ଶାନ୍ତିପୁରରେ ଆଉ ଶ୍ରାବଣୀର ପରିବାର ସରୋଜିନୀ ନଗର । ପ୍ରୀତମଙ୍କ ବାପା ନାରାୟଣ ସାମନ୍ତ ଓ ଶ୍ରାବଣୀର ବାପା ନୃସିଂହ ଚୌଧୁରୀ ଦୁହେଁ ବାଲ୍ୟବନ୍ଧୁ । ଏଣୁ ବାହାଘର ଓ ରିସେପସନ୍ ସବୁ ଦିଲ୍ଲୀରେ କରେଇଲେ । ବାହାଘରଟା ଯେମିତି ଜାକଜମକରେ
ପ... | Book | |
75 | ଗ୍ରାଣ୍ଡପା’
ସେଲ୍ ଫୋନ୍ ବାଜିଉଠିଲା । କ୍ରିଂ... କ୍ରିଂ... କ୍ରିଂ... ବିକୁବାବୁ ଦଉଡି ଆସିଲେ ଫୋନ୍ ପାଖକୁ । ଫୋନ୍ ସ୍କ୍ରିନ୍କୁ ନ ଦେଖ୍ ସିଧାସଳଖ କଲ୍ ରିସିଭ୍ କରିନେଲେ । କାରଣ, ସେଇଟା ଥିଲା ତାଙ୍କର ବହୁ ପ୍ରତୀକ୍ଷିତ କଲ୍ । କିଛି କ୍ଷଣ ନିରବ ପରେ ହସିଲେ... ହୋ... ହୋ... ହୋ... । ଚିତ୍କାର କରି ଆତ୍ମ ବିଭୋର ହୋଇ କହି ଉଠିଲେ.... ମୁଁ ‘ଗ୍ରାଣ୍ଡପା’ ହୋଇଗଲି; ଗ୍ରାଣ୍ଡପା’... ଗ୍... | Book | |
76 | ଜୟଗୁରୁ
ନିବେଦନ
ନିତ୍ୟଂ ଶୁଦ୍ଧଂ ନିରଞ୍ଜନଂ ସଚ୍ଚିଦାନନ୍ଦବିଗ୍ରହମ୍ । ଦ୍ୱୈତାଦ୍ୱୈତବିବର୍ଜିତଂ ଗୁରୁବ୍ରହ୍ମ ନମାମ୍ୟହମ୍ ।।
ପରମାରାଧ୍ୟତମ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଅହେତୁକୀ କୃପାବଳରୁ ନାନାବିଧ ବାଧାବିଘ୍ନ ମଧ୍ୟରେ ‘ନିଗମ-ଲହରୀ’ର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହେଲା । ଶ୍ରୀଗୁରୁଦେବ ହିଁ ସୃଷ୍ଟି-ସ୍ଥିତି-ଲୟର କର୍ତ୍ତା ଏବଂ ନରାକାର ପରଂବ୍ରହ୍ମସ୍ୱରୂପ । ବ୍ରହ୍ମ ହିଁ ସଚ୍ଚିଦାନ... | Book | |
77 | ନିଗମ-ଲହରୀ (୧୧୭)
ମଧ୍ୟାହ୍ନ ସୌରକିରଣ ସହ୍ୟ ନୁହେଁ ଯେଣୁ କ୍ଷୁଦ୍ର ପ୍ରାଣୀ ଲୋଡ଼େ ମୋର ବାଳକର ତେଣୁ । ୫ । ସେହି ଛବି ଜାଗୁ ମୋର ମନେ ନିରନ୍ତରେ ସାଧକ ସନ୍ନ୍ୟାସୀ ବେଶ ଅନ୍ତରେ ଅନ୍ତରେ । ୬ ।
ଷଷ୍ଠ ଛାନ୍ଦ ରାଗ — କୌଶିକ
ଭକ୍ତ-ମନହରା ଦିବ୍ୟଶକ୍ତିଭରା ଯୋଗ ସିଦ୍ଧି ପରା ଏ ଛାନ୍ଦ ସଂଶୟମଳିନୀ ଘୂର୍ଣ୍ଣିତ ବାସନା ସାଧନା-ବ୍ୟୋମ-ପୂର୍ଣ୍ଣଚାନ୍ଦ ଗୁରୁଦେବଙ୍କ । ସବିକଳ୍ପ ନିର୍ବିକଳ୍ପ — ସମା... | Book | |
78 | ୩୦ ସରଳ ଲିଖନ ପାଠ
( ସମିତି ପକ୍ଷରୁ ) ଶ୍ରୀ ଶ୍ରୀ ଦୁର୍ଗା ସହାୟ
ସବିନୟ ନିବେଦନ, ମହାଶୟ — ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ତା ୨୪, ୨୫, ୨୬, ୨୭ ରିଖ ଅକ୍ଟୋବର ୧୯୮୨ରେ ସମିତି ପକ୍ଷରୁ ଏ ଶ୍ରୀ ଶ୍ରୀ ଦୁର୍ଗା ମାତାଙ୍କର ପୂଜାର୍ଚ୍ଚନାର ଆୟୋଜନ ହେଉଅଛି । ଆପଣ ସପରିବାରେ ଓ ସବାନ୍ଧବେ ଉକ୍ତ ଉତ୍ସବରେ ଯୋଗଦାନ କରି ବିଶ୍ୱଜନନୀଙ୍କର ଆଶୀର୍ବାଦ ଗ୍ରହଣ ପୂର୍ବକ ଉତ୍ସବକୁ ସାଫଲ୍ୟମଣ୍ଡିତ କ... | Book | |
79 | ୩୦ ସରଳ ଲିଖନ ପାଠ
( ସମିତି ପକ୍ଷରୁ ) ଶ୍ରୀ ଶ୍ରୀ ଦୁର୍ଗା ସହାୟ
ସବିନୟ ନିବେଦନ, ମହାଶୟ— ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ତା ୨୪, ୨୫, ୨୬, ୨୭ ରିଖ ଅକ୍ଟୋବର ୧୯୮୨ରେ ସମିତି ପକ୍ଷରୁ ଏ ଶ୍ରୀ ଶ୍ରୀ ଦୁର୍ଗା ମାତାଙ୍କର ପୂଜାର୍ଚ୍ଚନାର ଆୟୋଜନ ହେଉଅଛି । ଆପଣ ସପରିବାରେ ଓ ସବାନ୍ଧବେ ଉକ୍ତ ଉତ୍ସବରେ ଯୋଗଦାନ କରି ଜଗତ୍ଜନନୀଙ୍କର ଆଶୀର୍ବାଦ ଗ୍ରହଣ ପୂର୍ବକ ଉତ୍ସବକୁ ସାଫଲ୍ୟମଣ୍ଡିତ କର... | Book | |
80 | ୧୧୪ ସରଳ ଲିଖନ ପାଠ
( ୪ )
ଆମ୍ଭେ ଶ୍ରୀ ହରପ୍ରସାଦ ଚୌଧୁରୀ ପିତା ଏ ଜୟକୃଷ୍ଣ ଚୌଧୁରୀ, ଜାତି—କରଣ, ପେସା—ବ୍ୟବସାୟ, ଗ୍ରାମ+ଥାନା+ପୋଷ୍ଟ—କୁଜଙ୍ଗ, ଜି: କଟକ । ନିମ୍ନ ସ୍ଵାକ୍ଷରତ ସାକ୍ଷୀଙ୍କର ଉପସ୍ଥିତିରେ ଆମ୍ଭର ମୃତ୍ୟୁପରେ ଯାବତୀୟ ସମ୍ପତ୍ତି ଯାଏ ସ୍ଥାବର ଓ ଅସ୍ଥାବର କପରି ଭାବେ ବଣ୍ଟନ ହେବ ତହିଁର ନିର୍ଦ୍ଦେଶ ଏହି ଉଇଲରେ ଲିପିବଦ୍ଧ କରୁଅଛୁ । ଉକ୍ତ ଉଇଲରେ ଯେପରି ଭାବେ ବର୍ଣ୍ଣିତ ହୋ... | Book | |
81 | ଗପ ପସରା - ୧୦୧ ୭
ଦୁଷ୍ଟ ଛେଳି
ଗୋଟିଏ ଗାଆଁରେ ବୁଢ଼ାଟିଏ ଓ ତା’ର ପତ୍ନୀ ରହୁଥାନ୍ତି । ଥରେ ବୁଢ଼ା ମେଳା ଦେଖିବାକୁ ଗଲା ଓ ମେଳାରୁ ଛେଳିଟିଏ କିଣି ଆଣିଲା । ପରଦିନ ସକାଳେ ସେ ତା’ର ବଡ଼ପୁଅକୁ କହିଲା ଛେଳି ଚରେଇ ନେବାକୁ । ପୁଅଟି ଛେଳିକୁ ସକାଳୁ ସନ୍ଧ୍ୟାଯାଏ ଚରେଇଲା ଓ ଅନ୍ଧାର ହେବା ଆଗରୁ ଘରକୁ ଫେରିଲା । ବୁଢ଼ା ଛେଳିକୁ ପଚାରିଲା, “ଆରେ ଛେଳିପୁଅ, ମନପୁରେଇ ଖିଆପିଆ କଲୁଣି ନାହିଁ?”... | Book | |
82 | ଆମ ଦେଶର ଲୋକକଥା ୨୧
ବାଘ ମଣିଷ
ଗୋଟିଏ ଗାଁରେ ଜଣେ ଲୋକ ଓ ତା’ ସ୍ତ୍ରୀ ରହୁଥିଲେ । ତା’ର ଗୋଟିଏ ସୁନ୍ଦର ଝିଅ ଥିଲା । ଝିଅଟି ବଡ଼ ହୋଇ ବାହାରେବାକୁ ଯୋଗ୍ୟ ହେଲା । ଲୋକର କେତେଗୁଡ଼ିଏ ଭଲ ଘୁଷୁରି ଥିଲେ । ଥରେ ଗୋଟିଏ ବାଘମଣିଷ ରାତିରେ ଘୁଷୁରିକୁ ଖାଇବାକୁ ଆସିଲା । ବାଘମଣିଷ ନିଜର ଇଚ୍ଛାନୁସାରେ କେତେ କେତେ ମଣିଷ ହୁଏ ଓ କେତେ କେତେ ବାଘ ହୁଏ । ସେ ପ୍ରକୃତରେ ବାଘ ଜାତିର ଅଟେ । ଅନ୍ୟ ବ... | Book | |
83 | ବାଟର ସାଥୀ
ଦିନେ ଜଣେ ବୁଢ଼ାଲୋକ ଓ ଗୋଟିଏ ଯୁବକ ସାଙ୍ଗ ହୋଇ ରାସ୍ତାରେ ଖୁସି ଗପ କରି କରି ଯାଉଥିଲେ । ସେମାନେ ଯାଉ ଯାଉ ବାଟରେ ଗୋଟିଏ ଟଙ୍କା ଥଳି ପଡ଼ିଥିବା ଦେଖିଲେ । ଯୁବକ ଧାଇଁ ଯାଇ ଟଙ୍କା ଥଳିଟିକୁ ଛାଣି ଆଣିଲା ଓ କହିଲା, "ସତରେ ଆଜି ମୋ ଭାଗ୍ୟ ଭାରି ଭଲ; ଟଙ୍କା ଥଳିଟି ମୁଁ ପାଇଲି ।"
ଯୁବକର ଏ କଥା ଶୁଣି ବୁଢ଼ାଜଣକ କହିଲେ, "ତୁମେ ଯୁବକ ହୋଇ ଏପରି କଥା କାହିଁକି କହୁଛ; ଟିକିଏ ଭ... | Book | |
84 | ( ୩୭ )
End— ଦେବା ଆଜ୍ଞାଂରେ ସାରଳା ଦାସ କର । ସେନ୍ଦ୍ର ପ୍ରସରେ ବୋଇଲେ କେତେ ଗ୍ରନ୍ଥ ॥ ବ୍ୟାସ କବିତ୍ଵ ସାରଳା ଦାସ ଗ୍ରନ୍ଥ । ଶୁଦ୍ଧ ବଦନେ ମୁଁ ସର୍ବ କଲି ଗ୍ରାସ ॥ ମାନବ ଗ୍ରନ୍ଥ ଗୀର ବଡ଼ ବୋଇଲେ । ଦେବ ବଚନ ମୋ ଓଡ଼ି ପ୍ରାକୃତେ ଦେଲେ ॥ ମୋ ହୃଦ ପଦ୍ମେ ବସିଲ ସେ ନିଶ୍ଚିତେ । ମନ ଖିଆରେ ମଜ୍ଜିଲି ବେଳେବେଳେ ॥ ଦେହ ହୃଦରେ ହେଂତୁ ସାର ଅଣି । ଛାନ୍ଦ ଭାରତ ନାମେ ଗୀତ ଖୋଜି ॥ ଜନେ ଶୁଣ... | Book | |
85 | ୪୮ ଛୋଟ କାହାଣୀ ମହତବାଣୀ-୧
ପରୀକ୍ଷା
ଆଚାର୍ଯ୍ୟ ବହୁଶ୍ରୁତ ଗୁରୁକୁଳରେ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ । ଛାତ୍ରମାନଙ୍କର ଶିକ୍ଷା ପୁରା କରାଇବା ପରେ ତିନି ଜଣ ଶିଷ୍ୟଙ୍କୁ ବାଛିଲେ । କହିଲେ, “କାଲି ସକାଳେ ମୋର ବାସସ୍ଥାନକୁ ଆସିବ । ସେଠି ତୁମର ଶେଷ ପରୀକ୍ଷା ହେବ । ତା’ପରେ ତୁମକୁ ବିଶେଷ ଦୀକ୍ଷା ଦିଆଯିବ ।”
ପରଦିନ ସକାଳେ ତିନି ଜଣଯାକ ଶିଷ୍ୟ ଗୁରୁଦେବଙ୍କ ବାସସ୍ଥାନକୁ ବାହାରିଲେ । ... | Book | |
86 | ୩୮ ଛୋଟ କାହାଣୀ ମହତବାଣୀ-୧
ବ୍ରହ୍ମଜ୍ଞାନ
ମହର୍ଷି ବଶିଷ୍ଠଙ୍କୁ ତାଙ୍କର ଶିଷ୍ୟମାନେ ପଚାରିଲେ, “ଗୁରୁବର ! ବ୍ରହ୍ମଜ୍ଞାନ ଲାଭ କରିବାର ଅଧିକାରୀ କିଏ ?”
ମହର୍ଷି ବଶିଷ୍ଠ କହିଲେ, “ଯାହାର ଭୋଗର ଇଚ୍ଛା ଦୂର ହୋଇଯାଇଛି, ଯାହାର ମନୋରଥ ଅବଶେଷ ନାହିଁ, ଯାହାର ବୁଦ୍ଧି ବ୍ୟୁତ୍ପନ୍ନ ହୋଇଯାଇଛି, ସେହି ବ୍ରହ୍ମଜ୍ଞାନର ଅଧିକାରୀ ।”
●
ଯୋଜନା ଗଲା ଫସରଫାଟି
ଥରେ କବୀର ଦାସଜୀ ସତ୍ସଙ୍ଗରେ ଲୀନ ହ... | Book | |
87 | Part-2
ଦ୍ଵିଜ
ମହର୍ଷି ଶକ୍ତିଜଙ୍କର ଦୁଇ ପତ୍ନୀ ଥିଲେ । ପ୍ରଥମ ପତ୍ନୀଙ୍କ ନାମ ଶ୍ଳେଷା, ଦ୍ଵିତୀୟ ପତ୍ନୀଙ୍କ ନାମ ଇତରା । ସେମାନେ ଅଲଗା ଅଲଗା ଜାତିର ଥିଲେ; କିନ୍ତୁ ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ । ସଂଯୋଗବଶତଃ ଦୁହେଁ ଏକା ସାଙ୍ଗରେ ପୁତ୍ର ଜନ୍ମଦେଲେ । ମହର୍ଷି ଦୁଇ ପୁତ୍ରଙ୍କ ମଧ୍ୟରେ କୌଣସି ଭେଦଭାବ କରୁ ନ ଥିଲେ; କିନ୍ତୁ ଦିନେ ମହର୍ଷି ଇତରାଙ୍କ ପୁତ୍ର ଐତରେୟଙ୍କୁ ଯଜ୍ଞଶାଳା... | Book | |
88 | ୨୦ ଛୋଟ କାହାଣୀ ମହତବାଣୀ-୨
କିଣିଲେ । କାକୁଡ଼ିଟି ପାଟିରେ ଦେବାମାତ୍ରେ ମାଲିକଙ୍କ ପାଟି ପିତା ହୋଇଗଲା । ସେ ମଜାରେ ସେହି କାକୁଡ଼ିଟି ଲୁକ୍ମାନଙ୍କୁ ଖାଇବାକୁ ଦେଇଦେଲେ । ଲୁକ୍ମାନଙ୍କୁ ବି ସେହି କାକୁଡ଼ିଟି ପିତା ଲାଗିଲା; କିନ୍ତୁ ସେ ପ୍ରସନ୍ନ ମନରେ ତାହା ଖାଇଦେଲେ । ମାଲିକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।
ସେ ଲୁକ୍ମାନଙ୍କୁ ପଚାରିଲେ, “ତୁମେ ଏତେ ପିତା କାକୁଡ଼ି କେମିତି ଖାଇଦେ... | Book | |
89 | ପଞ୍ଚତନ୍ତ୍ର ନୈତିକ କାହାଣୀ
ପଞ୍ଚତନ୍ତ୍ର କାହାଣୀ ବହୁତ ପୁରୁଣା ଅଟେ । ଏଗୁଡ଼ିକ ମୂଳରୂପରେ ସଂସ୍କୃତରେ ଲେଖାଯାଇଥିଲା । ଏହି ଛୋଟ ଛୋଟ କାହାଣୀଗୁଡ଼ିକ କେବଳ ମନୋରଞ୍ଜନକାରୀ ନୁହେଁ ବରଂ ଏହା ନୈତିକ ଶିକ୍ଷା ମଧ୍ୟ ପ୍ରଦାନ କରିଥାଏ । ପ୍ରତ୍ୟେକ କାହାଣୀ କିଛି ନା କିଛି ଶିକ୍ଷା ନିଶ୍ଚୟ ଦେଇଥାଏ । ଏହି କାରଣରୁ ପ୍ରାୟ ସମସ୍ତ ବୟସର ପାଠକ ଏଗୁଡ଼ିକୁ ଅତ୍ୟନ୍ତ ଆଗ୍ରହ ସହିତ ପଢ଼ିଥାଆନ୍ତି । ‘... | Book | |
90 | ପ୍ରାକ୍କଥନ
ଚଳିତ ଶିକ୍ଷାବର୍ଷଠାରୁ ଜାତୀୟ ଶିକ୍ଷାସ୍ରୋତ ଧାରାରେ ପାଠ୍ୟଖସଡ଼ା ପ୍ରଚଳନ କରିବା ପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସି.ବି.ଏସ୍.ଇ) ଶୈଳୀରେ ନୂତନ ପାଠ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି । ଏହାକୁ ଦୃଷ୍ଟିରେ ରଖ୍ +୨ କଳାସ୍ରୋତ ପ୍ରଥମ ବର୍ଷ ଇଚ୍ଛାଧୀନ ଓଡ଼ିଆ ବିଷୟ ପାଇଁ ସାହିତ୍ୟ ଦୀପ୍ତି ... | Book | |
91 | ସାହିତ୍ୟ ଦୀପ୍ତି (ଇଚ୍ଛାଧୀନ ଓଡ଼ିଆ) ପ୍ରଥମ ଭାଗ
ଓଡ଼ିଶା ଉଚ୍ଚ ମାଧ୍ୟମିକ +୨ କଳା ଶ୍ରେଣୀ ପ୍ରଥମ ବର୍ଷ ନିମନ୍ତେ
ସମ୍ପାଦକ ମଣ୍ଡଳୀ ଡକ୍ଟର ପ୍ରଦୀପ କୁମାର ବାରିକ ଡକ୍ଟର ନିରୁପମା ମହାପାତ୍ର ଡକ୍ଟର ପ୍ରଦୀପ କୁମାର ଦାସ ଡକ୍ଟର ରଞ୍ଜନ କୁମାର ବେହେରା ଡକ୍ଟର ରମେଶଚନ୍ଦ୍ର ବେହେରା
ସମୀକ୍ଷକ ଡକ୍ଟର ପ୍ରଦୀପ କୁମାର ବାରିକ
ପ୍ରକାଶକ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା... | Book | |
92 | ଦୁଇ ଛେଳିଛୁଆର ନାଳ ପାରି
ବଣ ମଝିରେ ନାଳଟିଏ । ଗୋଟିଏ ଛେଳିଛୁଆ ଭାବିଲା, ନାଳ ଆରପଟକୁ ଗଲେ ଆହୁରି କଅଁଳିଆ ଘାସ ଖାଇବାକୁ ମିଳିବ । ତା'ର ପେଟ ପୁରିଯିବ । ନାଳ ପାରି ହେବାପାଇଁ ସରୁଆ କାଠ ଗଣ୍ଡିଟିଏ ପଡ଼ିଥାଏ । ସେ କାଠଗଣ୍ଡ ଉପରେ ଚଢ଼ି ଯିବା ବେଳକୁ ଦେଖିଲା ବିପରୀତ ଦିଗରୁ ଆଉ ଗୋଟିଏ ଛେଳି ତା' ଆଡ଼କୁ
ଆରପଟରୁ ଆସୁଥିବା ଛେଳି ଛୁଆଟି କହିଲା, "ବାଟ ଛାଡ଼, ମୁଁ ଯିବି ।" ଏପଟେ ଛୁଆ କହିଲ... | Book | |
93 | ବହିଠାରୁ ବଳି ଭଲ ବନ୍ଧୁଟିଏ ମହୀମଣ୍ଡଳରେ ନାହିଁ, ପୃଷ୍ଠା ପରେ ପୃଷ୍ଠା ଜ୍ଞାନର ଭଣ୍ଡାର ସାଉଁଟିଛି ଆମ ପାଇଁ । ନିଏ ନାହିଁ କିଛି ବହିତ ଆମଠୁଁ ଦେବା ପାଇଁ କୁଣ୍ଠା ନାହିଁ, କେବଳ ଯତନ ଦରକାର କରେ ଅଧିକ ବଞ୍ଚିବା ପାଇଁ ।
Buy Online at www.ritikart.com
ସତ୍ୟନାରାୟଣ ବୁକ୍ ଷ୍ଟୋର୍
ISBN 81-8118-230-8 9 788181 182302 | Book |
End of preview. Expand in Data Studio
Odia OCR Benchmark Dataset
Description
A curated benchmark dataset for evaluating OCR models on Odia (Oriya) text recognition. Contains handwritten, printed, scene text, newspaper, books, and digital categories, including both short samples and long-text examples for OCR evaluation.
Dataset Structure
- id: Unique identifier for each sample
- image: The input image (PIL Image)
- ground_truth: The correct Odia text transcription
- category: Type of text (handwritten, printed, scene_text, newspaper, books, digital)
Usage
from datasets import load_dataset
dataset = load_dataset("Iftesha/odia-ocr-benchmark")
# Access a sample
sample = dataset["train"][0]
sample_id = sample["id"]
image = sample["image"]
text = sample["ground_truth"]
Categories
| Category | Description |
|---|---|
| handwritten | Handwritten Odia text (word/short phrase level) |
| printed | Printed/typed Odia text |
| scene_text | Text in natural scenes (signboards, posters, etc.) |
| newspaper | Odia newspaper clippings (including long text) |
| books | Scanned Odia book pages (including long text) |
| digital | Screenshots from Odia digital content |
Sources
OdiaGenAIOCR/odia-ocr-merged(handwritten)darknight054/indic-mozhi-ocrwith configoriya(printed)darknight054/indicstr12-cropswith configodia(scene_text)newspaper: Odia newspaper scans/clippingsbooks: Odia book page imagesdigital: odia digital content
Notes
- Includes long-text samples for paragraph-level OCR evaluation.
- The
sourcefield records origin for each sample.
License
CC-BY-4.0
- Downloads last month
- 43